ETV Bharat / state

ସରକାରୀ ବାସଭବନରେ ଶିକ୍ଷକ ଆତ୍ମହତ୍ୟା ମାମଲା, ଡିଇଓଙ୍କ ସମେତ 3 ଗିରଫ

author img

By

Published : Jan 10, 2020, 8:47 PM IST

କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ଘଟଣା । ମାମଲାରେ ପୋଲିସ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କୁ ଗିରଫ କରିବା ସହ କାର୍ଯ୍ୟାଳୟର ଅନ୍ୟ ଜଣେ କର୍ମଚାରୀ ଅନିଲ ସାଗରଙ୍କୁ ଗିରଫ କରିଛି । ପୂର୍ବରୁ ଉକ୍ତ ମାମଲାରେ ଆଉ 2 ଜଣଙ୍କୁ ଗିରଫ କରାଯାଇଥିଲା ।

dfo-arrested-in-koraput
dfo-arrested-in-koraput

କୋରାପୁଟ: ଜିଲ୍ଲା ଶିକ୍ଷାଧିକାରୀଙ୍କ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ଘଟଣା । ମାମଲାରେ ପୋଲିସ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପ୍ରମୋଦ କୁମାର ପଣ୍ଡାଙ୍କୁ ଗିରଫ କରିବା ସହ କାର୍ଯ୍ୟାଳୟର ଅନ୍ୟ ଜଣେ କର୍ମଚାରୀ ଅନିଲ ସାଗରଙ୍କୁ ଗିରଫ କରିଛି । ପୂର୍ବରୁ ଉକ୍ତ ମାମଲାରେ ଆଉ 2 ଜଣଙ୍କୁ ଗିରଫ କରିଥିଲା ।

ସରକାରୀ ବାସଭବନରେ ଶିକ୍ଷକ ଆତ୍ମହତ୍ୟା ଘଟଣା; ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ 3 ଗିରଫ

ଜିଲ୍ଲା ଶିକ୍ଷାଅଧିକାରୀ ପଣ୍ଡା ଚାପ ପ୍ରୟୋଗ କରୁଥିଲେ ଓ ଅତ୍ୟଧିକ ଚାପକୁ ସହ୍ୟ କରିନପାରିବା ତାଙ୍କ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ବୋଲି ଆତ୍ମହତ୍ୟା କରିଥିବା ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ସୁଇସାଇଡ ନୋଟରେ ଦର୍ଶାଇଛନ୍ତି ।

ପୋଲିସ ଏ ସଂପର୍କରେ ତଦନ୍ତ କରି କିଛି ଆର୍ଥିକ ମାମଲାରେ ତାଙ୍କ ସଂପୃକ୍ତି ଥିବା ମୃତକଙ୍କ ପରିବାର ଦେଇଥିବା ଅଭିଯୋଗ ଏବଂ ମୋବାଇଲରେ ହୋଇଥିବା ବାର୍ତ୍ତାଳପକୁ ଆଧାର କରି ଶିକ୍ଷାଧିକାରୀଙ୍କୁ ଗିରଫ କରାଯାଇଥିବା କୋରାପୁଟ ଏସଡିପିଓ ବଳଭଦ୍ର ଦୀପ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟର ଜିଲ୍ଲା ଶିକ୍ଷାଅଧିକାରୀ ପ୍ରମୋଦ କୁମାର ପଣ୍ଡା ଙ୍କୁ ଆଜି ଗିରଫ କରାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।Body:ଗତ କିଛି ଦିନ ପୂର୍ବେ ତାଙ୍କ ସରକାରୀ ବାସଭବନରେ ଜଣେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିବା ଘଟଣାରେ ତାଙ୍କୁ ଏଵଂ ତାଙ୍କ କାର୍ଯ୍ୟାଳୟର ଆଉ ଏକ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ଏଥି ପୂର୍ବରୁ ଆଉ ଦୁଇଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଆତ୍ମହତ୍ୟା କରିଥିବା ଶିକ୍ଷକ ତାଙ୍କ ସୁଇସାଇଡ଼ ନୋଟ ରେ ତାଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ପଣ୍ଡା ଚାପ ପ୍ରୟୋଗ କରୁଥିଲେ ଓ ଅତ୍ୟଧିକ ଚାପକୁ ସହ୍ୟ କରିନପାରିବା ତାଙ୍କ ଆତ୍ମହତ୍ୟା ର ଏକ ପ୍ରମୁଖ କାରଣ ବୋଲି ଦର୍ଶାଇଥିଲେ । Conclusion:.......
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.