ETV Bharat / state

ମଣ୍ଡିରେ ଅବ୍ୟବସ୍ଥା ନେଇ କଂଗ୍ରେସର ୪ ଘଣ୍ଟିଆ ରାସ୍ତାରୋକ

author img

By

Published : Jun 30, 2021, 7:35 AM IST

ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀଙ୍କର ଧାନ କ୍ରୟ କରିବାକୁ କଂଗ୍ରେସର ଦାବି । ଜିଲ୍ଲା କଂଗ୍ରେସ ତରଫରୁ ୪ ଘଣ୍ଟିଆ ରାସ୍ତାରୋକ । ଅଧିକ ପଢନ୍ତୁ...

Congress's four-hour roadblock over unrest in Mandi in koraphut
ମଣ୍ଡିରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସର ୪ ଘଣ୍ଟିଆ ରାସ୍ତାରୋକ

କୋରାପୁଟ: ସମସ୍ୟାର ଚଷାପୁଅ । କେଉଁଠି ଚାଷୀକୁ ଧାନ କ୍ରୟ ବେଳେ ଉଚିତ ପ୍ରାପ୍ୟ ମିଳୁନି ତ ଆଉ କେଉଁଠି କଟନି ଛଟନି ମଧ୍ୟ କରାଯାଉଛି । କେଉଁଠି ଖୋଲା ଆକାଶ ତଳେ ପଡି ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ କୋରାପୁଟ ଜିଲ୍ଲା କଂଗ୍ରେସ ତରଫରୁ ୪ ଘଣ୍ଟିଆ ରାସ୍ତାରୋକ କରାଯାଇଥିଲା । ଟ୍ରାଫିକ ଛକରେ କରାଯାଇଥିବା ରାସ୍ତାରୋକରେ ବଡ ବଡ ଗାଡି ରାସ୍ତାରେ ଅଟକି ରହିଥିଲା । ପଞ୍ଜିକୃତ ସମସ୍ତଙ୍କର ଧାନ କ୍ରୟ କରିବାକୁ ଦଳ ତରଫରୁ ଦାବି କରାଯାଇଛି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.