ETV Bharat / state

କୋରାପୁଟରେ ବୃଦ୍ଧି ପାଇଛି ନବାଗତ ପକ୍ଷୀଙ୍କ ସଂଖ୍ୟା

କୋରାପୁଟରେ ଥିବା କୋଲାବ ଜଳଭଣ୍ଡାରର ଜଳରାଶି ଓ ଅନ୍ୟାନ୍ୟ ଛୋଟ ବଡ ଜଳଧାରାରେ ସମାପ୍ତ ହୋଇଛି ପକ୍ଷୀ ଗଣନା । ଗତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସମୁଦାୟ 3625 ଟି ପକ୍ଷୀଙ୍କ ଆଗମନ ଘଟିଥିବା ବେଳେ ଚଳିତ ବର୍ଷ 3845 ଟି ପକ୍ଷୀ ଏହି ଅଞ୍ଚଳକୁ ଭ୍ରମଣରେ ଆସିଛନ୍ତି ।

birds-counting-on-koraput
birds-counting-on-koraput
author img

By

Published : Jan 9, 2020, 6:48 PM IST

କୋରାପୁଟ: କୋରାପୁଟ ବନଖଣ୍ଡ ଅଞ୍ଚଳର ନାରାୟଣପାଟଣା, ଲାଷ୍ମୀପୁର, ବାଲଡା, ଲମତାପୁଟ, ସେମିଳିଗୁଡା ଓ କୋରାପୁଟରେ ଥିବା କୋଲାବ ଜଳଭଣ୍ଡାରର ଜଳରାଶି ଓ ଅନ୍ୟାନ୍ୟ ଛୋଟ ବଡ ଜଳଧାରାରେ ସମାପ୍ତ ହୋଇଛି ପକ୍ଷୀ ଗଣନା । ଗତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସମୁଦାୟ 3625 ଟି ପକ୍ଷୀଙ୍କ ଆଗମନ ଘଟିଥିବା ବେଳେ ଚଳିତ ବର୍ଷ 3845 ଟି ପକ୍ଷୀ ଏହି ଅଞ୍ଚଳକୁ ଭ୍ରମଣରେ ଆସିଛନ୍ତି ।

କୋରାପୁଟରେ ବୃଦ୍ଧି ପାଇଛି ନବାଗତ ପକ୍ଷୀଙ୍କ ସଂଖ୍ୟା

ଏନେଇ ସୂଚନା ଦେଇଛନ୍ତି କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ । ଏଥିମଧ୍ୟରେ 53 ଟି ପ୍ରଜାତିର 1259 ଟି ନୂତନ ପକ୍ଷୀ ରହିଥିବା ଦେଖାଯାଇଛି । ଯାହାକି ଗତବର୍ଷ ଅପେକ୍ଷା 17ଟି ଅଧିକ ପ୍ରଜାତିର ହୋଇଥିବା ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟର ପ୍ରାକୃତିକ ପରିବେଶ ଓ ଥଣ୍ଡା ଜଳବାୟୁ ଏହି ପକ୍ଷୀମାନଙ୍କୁ ଆକୃଷ୍ଟ କରୁଥିବା ବେଳେ ବନ ବିଭାଗ ଦ୍ବାରା ଏହି ପକ୍ଷୀ ମାନଙ୍କୁ ସ୍ବାଗତ କରିବା ପାଇଁ ଜଳାଶୟ ନିକଟବର୍ତ୍ତୀ ପ୍ରକୃତିକୁ ପ୍ରସ୍ତୁତ କରି ରଖାଯାଇଛି । ଏହା ଯୋଗୁଁ ସେମାନଙ୍କ ପାଇଁ ଏହି ସ୍ଥାନଗୁଡିକରେ ଘୁରିବୁଲିବା ପାଇଁ ସହାୟକ ହୋଇଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ବନଖଣ୍ଡ ଅଂଚଳର ନାରାୟଣପାଟଣା , ଲାଷ୍ମୀପୁର , ବାଲଡା , ଲମତାପୁଟ , ସେମିଳିଗୁଡା ଓ କୋରାପୁଟ ରେ ଥିବା କୋଲାବ ଜଳଭଣ୍ଡାରର ଜଳରାଶି ଓ ଅନ୍ୟାନ୍ୟ ଛୋଟ ବଡ ଜଳଧାରା ରେ ପକ୍ଷୀ ଗଣନା ସମାପ୍ତ ହୋଇଛି ।Body:ଗତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସମୁଦାୟ 3625 ଟି ପକ୍ଷୀ ଙ୍କ ଆଗମନ ଘଟିଥିବା ବେଳେ ଚଳିତ ବର୍ଷ 3845 ଟି ପକ୍ଷୀ ଏହି ଅଂଚଳକୁ ଭ୍ରମଣରେ ଆସିଥିବା କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ଜଣାଇଛନ୍ତି । ଏଥିମଧ୍ୟରେ 53 ଟି ପ୍ରଜାତିର 1259 ଟି ନୂତନ ପକ୍ଷୀ ରହିଥିବା ଦେଖାଯାଇଛି ଯାହାକି ଗତବର୍ଷ ଅପେକ୍ଷା 17 ଟି ଅଧିକା ପ୍ରଜାତିର ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । କୋରାପୁଟର ପ୍ରାକୃତିକ ପରିବେଶ ଓ ଥଣ୍ଡା ଜଳବାୟୁ ଏହି ପକ୍ଷୀମାନଙ୍କୁ ଆକୃଷ୍ଟ କରୁଥିବା ବେଳେ ବନ ବିଭାଗ ଦ୍ୱାରା ଏହି ପକ୍ଷୀ ମାନଙ୍କୁ ସ୍ୱାଗତ କରିବା ପାଇଁ ଜଳାଶୟ ନିକଟବର୍ତ୍ତୀ ପ୍ରକୃତିକୁ ପ୍ରସ୍ତୁତ କରି ରଖାଯିବା ଯୋଗୁଁ ସେମାନଙ୍କ ପାଇଁ ଏହି ସ୍ଥାନଗୁଡିକରେ ଘୁରିବୁଲିବା ପାଇଁ ସହାୟକ ହୋଇଥିବା ସେ ଜଣାଇଛନ୍ତି । Conclusion:.....
ବାଇଟ : ରୀଙ୍କୁ କୁମାରୀ , ବନଖଣ୍ଡ ଅଧିକାରୀ
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.