ETV Bharat / state

ଗାଈ ଚରାଳି ସମେତ ୫ ମଇଁଷି ଉପରେ ମାଡିଗଲା ବସ୍, ସମସ୍ତେ ମୃତ

author img

By

Published : Nov 3, 2021, 11:38 AM IST

କୋରାପୁଟ ସୁନାବେଡା ଥାନା ଅଞ୍ଚଳ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଗାଈ ଚରାଳି ସମେତ ୫ ମଇଁଷି ମୃତ । ଅଧିକ ପଢନ୍ତୁ...

ଜଣେ ବ୍ୟକ୍ତି ସମେତ ୫ ମଇଁଷି ଉପରେ ମାଡିଗଲା ବସ୍, ସମସ୍ତେ ମୃତ

କୋରାପୁଟ: ଜିଲ୍ଲା ସ୍ଥିତ ସୁନାବେଡା ଥାନା ଅଞ୍ଚଳ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଏଥିରେ ଗାଈ ଚରାଳି ସମେତ ୫ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଆଜି(ବୁଧବାର) ଭୋର ସମୟରେ ବିଶାଖାପଟନମରୁ ଜଗଦଲପୁରକୁ ଆସୁଥିବା ଏକ ଯାତ୍ରୀବାହୀ ବସ ହାଲ ଗେଷ୍ଟ ହାଉସ ନିକଟରେ ରାସ୍ତାରେ ଯାଉଥିବା 5ଟି ମଇଁଷିଙ୍କୁ ଧକ୍କା ଦେଇ ନିକଟ ପଡ଼ିଆ ଭିତରକୁ ପସି ଯାଇଥିଲା । ଏଥିରେ ବସରେ ବସିଥିବା ଯାତ୍ରୀଙ୍କର କ୍ଷତି ହୋଇନଥିଲେ ମଧ୍ୟ ଜଣେ ବ୍ୟକ୍ତି ଏବଂ ୫ଟି ମଇଁଷିଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ସୁନାବେଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ଘଟଣା ପରେ ବସ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.