ETV Bharat / state

ଫୁଲ ତୋଳିବାକୁ ଯାଇ ମହିଳା ମୃତ - ଖୋର୍ଦ୍ଧା ଖବର

ପୂଜା ଓ ଉପାସନା ପାଇଁ ଆବଶ୍ୟକ ହୋଇଥାଏ ଫୁଲ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଫୁଲ ପାଇଁ ଜଣେ ମହିଳାଙ୍କ ଜୀବନ ଯାଇଛି । ଘଟଣା ଘଟିଛି ଖୋର୍ଦ୍ଧାର ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାଉତପଡା ଗ୍ରାମରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା
author img

By

Published : Oct 28, 2019, 10:54 PM IST

ଖୋର୍ଦ୍ଧା: ଏମିତି ବି ଆସେ ମୃତ୍ୟୁ। ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଏହି ପବିତ୍ର ମାସରେ ପୂଜା ଓ ଉପାସନା ପାଇଁ ଆବଶ୍ୟକ ହୋଇଥାଏ ଫୁଲ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଫୁଲ ପାଇଁ ଜଣେ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳା ହେଲେ ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ଜୟନ୍ତୀ ମଙ୍ଗରାଜ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ ଜୟନ୍ତୀ ଫୁଲ ତୋଳିବା ପାଇଁ ଯାଇଥିବା ବେଳେ ଅନ୍ଧାରରେ, ଝୁଲିଥିବା ବିଦ୍ୟୁତ ତାରକୁ ଧରି ପକାଇଥିଲେ । ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚି ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଫୁଲ ପାଇଁ ଚାଲିଗଲା ଜୀବନ

Body:ଖୋର୍ଦ୍ଧା : ଆରମ୍ଭ ହୋଇଛି ଧର୍ମ ମାସ କାର୍ତିକ ଏହି ପବିତ୍ର ମାସରେ ପୂଜା ଓ ଉପାସନା ପାଇଁ ଆବଶ୍ୟକ ହୋଇଥାଏ ଫୁଲ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଫୁଲ ପାଇଁ ଜଣେ ମହିଳା ନିଜ ଜୀବନ ହରାଇଛନ୍ତି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ଜୟନ୍ତୀ ମଙ୍ଗରାଜ ଫୁଲ ତୋଳିବା ପାଇଁ ଯାଇଥିବା ବେଳେ ଅନ୍ଧାର ଭିତରେ ଓହଳିଥିବା ବିଦ୍ୟୁତ ତାରକୁ ଧରି ପକାଇ ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକ ପହଂଚି ତାଙ୍କୁ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.