ETV Bharat / state

ସରପଞ୍ଚଙ୍କୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ - ସରପଞ୍ଚଙ୍କୁ ବିରୋଧ

ସରକାର କୋଭିଡ ମୁକାବିଲା କରିବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ଏହି କ୍ଷମତାକୁ ସରପଞ୍ଚ ଅପବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଦେଉଳି ପଞ୍ଚାୟତବାସୀ ।

villager protest against sarapanch in khurda
ସରପଞ୍ଚଙ୍କୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ
author img

By

Published : Aug 13, 2020, 1:25 PM IST

ଖୋର୍ଦ୍ଧା: ସରକାର କୋଭିଡ ମୁକାବିଲା କରିବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ଏହି କ୍ଷମତାକୁ ସରପଞ୍ଚ ଅପବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି ଦେଉଳି ପଞ୍ଚାୟତବାସୀ ।

ସରପଞ୍ଚଙ୍କୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ

ମିଳିଥିବା ସୂଚନା ଅନୁଯାୟୀ, ଦେଉଳି ପଞ୍ଚାୟତର ସରପଞ୍ଚ ନିଜର କ୍ଷମତା ଅପବ୍ୟବହାର କରି ଗ୍ରାମବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସର୍ବସାଧାରଣଙ୍କ ରଜ ପଡିଆରେ ନିଜ ପତିଆରାରେ ବେଆଇନ ଗୃହ ନିର୍ମାଣ କରୁଛନ୍ତି । ଯାହାକୁ ଗ୍ରାମବାସୀ ବିରୋଧ କରିବାରୁ ସରପଞ୍ଚ ଗ୍ରାମର ଜଣେ ଯୁବକ ବିରୁଦ୍ଧ ଅଭିଯୋଗ ପରେ ବେଗୁନିଆ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖିଛି ।

ଯାହାର ପ୍ରତିବାଦ କରି ଗ୍ରାମବାସୀ ଅଟକ ଯୁବକଙ୍କୁ ଛାଡିବା ସହିତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.