ETV Bharat / state

ଭିଜିଲାନ୍ସ ହାବୁଡରେ ଇଞ୍ଜିନିୟର ବାବୁ, ବିପୁଳ ସମ୍ପତ୍ତି ଜବତ

author img

By

Published : Sep 25, 2019, 1:02 PM IST

ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସର ଚଢାଉ । ନୟାପଲ୍ଲୀ ବାସଭବନ ସମେତ 5ଟି ସ୍ଥାନରେ ଭିଜିଲାନ୍ସର ଚଢାଉ । ବିପୁଳ ପରିଣାମର ସମ୍ପତ୍ତି ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆୟବର୍ହିଃଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସର ଚଢାଉ । ଜଳ ଯୋଗାଣ ପରିମଳ ପରିଷଦର ପ୍ରୋଜେକ୍ଟ ଇଞ୍ଜିନିୟରଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ନୟାପଲ୍ଲୀ ନୂଆସାହି ସ୍ଥିତ ବାସଭବନ ସମେତ 5ଟି ସ୍ଥାନରେ ରେଡ କରିଛି ଟିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏକଜକ୍ୟୁଟିଭି ଇଞ୍ଜିନିୟର ଭାବେ ଅର୍ଥ ଠୁଳ କରିବା ଅଭିଯୋଗରେ ନୟାପଲ୍ଲୀ ବାସଭବନ ସମେତ ସିଆରପି ଛକ ନିକଟସ୍ଥ ଶ୍ବଶୂର ଘର, କଟକ ବାଙ୍କି ଘର ପରି 5ଟି ସ୍ଥାନରେ ରେଡ କରାଯାଇଛି । ଆଇଟିଆର ନିକଟରେ ଏକ ଜମି, ନୟାପଲ୍ଲୀରେ ତିନି ତାଲା ଘର ଓ କିଛି ନଗଦ ଟଙ୍କା ସହ ଲକ୍ଷାଧିକ ସମ୍ପତ୍ତି ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଇଂଜିନିୟରଙ୍କ ଘରେ ଭିଜିଲାନସ,
ଜବତ କଲେ ବିପୁଳ ପରିମାଣର ସମ୍ପତି Body:ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନସ ରେଡ।ଜଳ ଯୋଗାଣ ପରିମଳ ପରିଷଧର ପ୍ରୋଜେକ୍ଟ ଇଂଜିନିୟର ପ୍ରମୋଦ କୁମାର ସାହୁ ଙ୍କ ଘରେ ରେଡ।
ଏକଜୁକେଟିଭ ଇଂଜିନିୟର ଭାବେ ଅର୍ଥ ଠୁଳ କରିବା ନେଇ ନୟାପଲି ନୁଆସାହି ସ୍ଥିତ ଘର, ସିଆରପିଛକ ନିକଟସ୍ଥ ଶଶୁର ଘର,ନିଜ ଘର ମାନପୁର ବାଂକି କଟକ ପରି
୫ଟି ସ୍ଥାନରେ ରେଡ କରିଛି ଟିମ।ତେବେ ଆଟିଆର ନିକଟରେ ଏକ ଜମି,ନୟାପଲିରେ ତିନି ତାଲା ଘର ଏବଂ କିଛି ନଗଦ ଟଙ୍କା ସହ ଲକ୍ଷାଧିକ ସମ୍ପତି ଓ ଗୁରୁତ୍ବପୁର୍ଣ କାଗଜପତ୍ର ଜବତ କରିଛି ଭିଜିଲାନସ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.