ETV Bharat / state

ଖୋର୍ଦ୍ଧାର 5 ବ୍ଲକରେ ଆରମ୍ଭ ହେଲା 18-44 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ - khurdha district administration

ଖୋର୍ଦ୍ଧାରେ 5 ବ୍ଲକରେ ଆରମ୍ଭ ହେଲା 18-44 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ । କୋରୋନା ଗାଇଡଲାଇନ ମଧ୍ୟରେ ଟିକା ନେଉଛନ୍ତି ଯୁବପିଢି । ଅଧିକ ପଢନ୍ତୁ...

ଖୋର୍ଦ୍ଧାର 5 ବ୍ଲକରେ ଆରମ୍ଭ ହେଲା 18-44 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ

author img

By

Published : Jun 21, 2021, 8:39 PM IST

ଖୋର୍ଦ୍ଧା : ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ଟୀକାକରଣକୁ ଗୁରୁତ୍ବ ଦେବାକୁ ପଡିବ । ସାରା ଦେଶରେ ଟୀକାକରଣ ଯୁଦ୍ଧ କାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ସେହିଭଳି ଆଜି ଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଆରମ୍ଭ ହୋଇଛି 18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ । ଆଜି ଟାଙ୍ଗି,ଚିଲିକା,ବାଣପୁର,ବେଗୁନିଆ ଓ ବୋଲଗଡ଼ ପରି 5 ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଅଭିଯାନ ଆରମ୍ଭ ହୋଇଛି ।

ଖୋର୍ଦ୍ଧାର 5 ବ୍ଲକରେ ଆରମ୍ଭ ହେଲା 18-44 ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ

ଜିଲ୍ଲାର 5 ଟି ବ୍ଲକରେ ଆଜି ଯୁବବର୍ଗଙ୍କୁ 4 ହଜାର 4ଶହ ଟିକା ଦେବା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ସେପଟେ ଯୁବବର୍ଗଙ୍କ ପାଇଁ ଏହି ଟୀକାକରଣ କରିବା ପ୍ରକ୍ରିୟା ବିଳମ୍ବ ହୋଇଥିଲେ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି ଯୁବପିଢ଼ି । ପ୍ରତି ଟୀକାକରଣ କେନ୍ଦ୍ରରେ କୋଭିଡ କଟକଣାକୁ ମାନି ଜନସାଧାରଣ ଟିକା ନେଉଥିବା ଦେଖାଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.