ETV Bharat / state

ବେଗୁନିଆ ପୋଲିସ ଦ୍ୱାରା ଦୁଇ ଡକାୟତ ଗିରଫ

ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲି ଗୋବିନ୍ଦପୁର ରାସ୍ତା ମଝିରେ ଥିବା ଏକ ଜଙ୍ଗଲ ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ ଦୁଇ ଡକାୟତ । ଏମାନଙ୍କ ଯୋଜନାକୁ ଭଣ୍ଡୁର କରିଛି ବେଗୁନିଆ ପୋଲିସ ।

author img

By

Published : May 21, 2019, 7:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଡକାୟତଙ୍କ ଯୋଜନାକୁ ଭଣ୍ଡର କଲା ପୋଲିସ । ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲି ଗୋବିନ୍ଦପୁର ରାସ୍ତା ମଝିରେ ଥିବା ଏକ ଜଙ୍ଗଲ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ଦୁଇ ଡକାୟତଙ୍କୁ ବେଗୁନିଆ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେମାନଙ୍କ ଠାରୁ କଟୁରୀ, ଭୁଜାଲି ସମେତ ବିଭିନ୍ନ ମାରଣାସ୍ତ୍ର, ମୋବାଇଲ ଫୋନ ଏବଂ ଏକ ଚୋରା ବାଇକକୁ ଜବତ କରାଯାଇଛି । ଦୁଇ ଡକାୟତ ଦ୍ବୟ ଭଦ୍ରକ ଟାଉନ ଥାନା ଅଞ୍ଚଳର କୁଆଁସ ଗ୍ରାମର ରୂପେଶ କୁମାର ପ୍ରଧାନ ଏବଂ କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉଆଁବରେଇ ଗ୍ରାମର ଜଗନ୍ନାଥ ପାତ୍ର । ଏନେଇ ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ବେଗୁନିଆ ପୋଲିସ ଦ୍ୱାରା ଦୁଇ ଡକାୟତ ଗିରଫ

Format - AVB

Place - khurda,21.5.19

Visual - MOJO

ଆଙ୍କର : ଗତକାଲି ବିଳମ୍ବିତ ରାତିରେ ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲି ଗୋବିନ୍ଦପୁର ରାସ୍ତା ମଝିରେ ଥିବା ଏକ ଜଙ୍ଗଲ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ଦୁଇ ଡକାୟତଙ୍କୁ ବେଗୁନିଆ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ କଟୁରି ,ଭୁଜାଲି ସମେତ ବିଭିନ୍ନ ମାରଣସ୍ତ୍ର ,ମୋବାଇଲ ଫୋନ ଏବଂ ଏକ ଚୋରା ମଟର ସାଇକେଲ କୁ ଜବତ କରାଯାଇଛି ।ଦୁଇ ଡକାୟତ ଦ୍ବୟ ଭଦ୍ରକ ଟାଉନ ଥାନା ଅଂଚଳର କୁଆଁସ ଗ୍ରାମର ରୂପେଶ କୁମାର ପ୍ରଧାନ ଏବଂ କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉଁଆବରେଇ ଗ୍ରାମର ଜଗନ୍ନାଥ ପାତ୍ର । ଏନେଇ ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଖୋର୍ଦ୍ଧା ଏସ୍ଡ଼ିପିଓ ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ବାଇଟ- ସୁଶୀଲ କୁମାର ମିଶ୍ର ,ଏସ୍ଡ଼ିପିଓ ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.