ETV Bharat / state

ପୁଲୱାମା ଶହୀଦଙ୍କ ପାଇଁ ତ୍ରିରଙ୍ଗା ପଦଯାତ୍ରା - ତ୍ରିରଙ୍ଗା ପଦଯାତ୍ରା

ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦେଶରେ ତ୍ରିରଙ୍ଗା ଯାତ୍ରା କରୁଛନ୍ତି ଉତ୍ତରପ୍ରଦେଶର ପୂଜାରୀ ରାହୁଲ ଶର୍ମା । ଅଧିକ ଖବର ପଢନ୍ତୁ...

ପୁଲୱାମା ଶହୀଦଙ୍କ ପାଇଁ ତ୍ରିରଙ୍ଗା ପଦଯାତ୍ରା
ପୁଲୱାମା ଶହୀଦଙ୍କ ପାଇଁ ତ୍ରିରଙ୍ଗା ପଦଯାତ୍ରା
author img

By

Published : Dec 19, 2019, 1:11 PM IST

ଖୋର୍ଦ୍ଧା: ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦେଶରେ ତ୍ରିରଙ୍ଗା ଯାତ୍ରା କରୁଛନ୍ତି ଉତ୍ତରପ୍ରଦେଶର ପୂଜାରୀ ରାହୁଲ ଶର୍ମା । ଗତ ମେ ମାସ 29 ତାରିଖରୁ ଜମ୍ମୁର ବୈଷ୍ଣୋଦେବୀଙ୍କ ପୀଠରୁ ଏହି ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଥିବା ବେଳେ ତିରୁପତି ଦେଇ ରାମେଶ୍ବରମରେ ପହଞ୍ଚିବା ପରେ ଏହି ଯାତ୍ରା ଶେଷ କରିବେ ।

ପୁଲୱାମା ଶହୀଦଙ୍କ ପାଇଁ ତ୍ରିରଙ୍ଗା ପଦଯାତ୍ରା

ତେବେ ଏହି ପଦଯାତ୍ରା କ୍ରମରେ ସେ ଗୁରୁବାର ଖୋର୍ଦ୍ଧାରେ ପହଞ୍ଚିଛନ୍ତି । ଗତ 14 ଫେବ୍ରୁଆରୀରେ କାଶ୍ମୀରର ପୁଲୱାମାରେ ଯେଉଁଭଳି ଆତଙ୍କି ଆକ୍ରମଣ ହୋଇଥିଲା । ସେଥିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ସେ ଏହି ତ୍ରିରଙ୍ଗା ଯାତ୍ରା କରୁଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସହୀଦଙ୍କ ପାଇଁ ତ୍ରିରଙ୍ଗା ଯାତ୍ରା

Body:ଖୋର୍ଦ୍ଧା : ପୁଲୱାମାରେ ସହୀଦ ହୋଇଥିବା ଯବାନଙ୍କ ଉଦେଶ୍ୟରେ ଦେଶରେ ତ୍ରିରଙ୍ଗା ଯାତ୍ରା କରୁଛନ୍ତି ଉତରପ୍ରଦେଶର ପୂଜାରୀ ରାହୁଲ ଶର୍ମା । ଗତ ମେ ମାସ 29 ତାରିଖରୁ ଜମ୍ମୁର ବୈଷ୍ଣବଦେବୀଙ୍କ ପୀଠରୁ ଏହି ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିଥିବା ବେଳେ ତିରୁପତି ଦେଇ ରାମେଶ୍ୱର ରେ ପହଂଚି ଏହି ଯାତ୍ରା ଶେଷ କରିବେ । ତେବେ ସେ ଆଜି ଖୋର୍ଦ୍ଧାରେ ପହଞ୍ଚିଛନ୍ତି । ଗତ 15 ଫେବ୍ରୁଆରୀରେ କାଶ୍ମୀରର ପୁଲୱାମାରେ ଯେଉଁଭଳି ଅଟଙ୍କି ଆକ୍ରମଣ ହୋଇଥିଲା ଏବଂ ସେଥିରେ ସହୀଦ ହୋଇଥିବା ସିଆରପିଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ସେ ଏହି ତ୍ରିରଙ୍ଗା ଯାତ୍ରା କରୁଥିବା ଈଟିଭି ଭାରତକୁ କହିଛନ୍ତି ।

Conclusion:ବାଇଟ- ପୂଜାରୀ ରାହୁଲ ଶର୍ମା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.