ETV Bharat / state

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ମାଳିସାହି ବାସିନ୍ଦାଙ୍କ ମହମବତୀ ଶୋଭାଯାତ୍ରା - rally

ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କୁ ସୋମବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମାଳିସାହିର ବାସିନ୍ଦା । ଆଶ୍ରୟ ଅନୁଷ୍ଠାନ ଓ ଗ୍ରାମ ଉତ୍ଥାନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 18, 2019, 11:55 PM IST

ଭୁବନେଶ୍ବର: ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କୁ ସୋମବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମାଳିସାହିରେ ବାସିନ୍ଦା ।

ଜଣାଯାଇଛି ଯେ, ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶହଶହ ସଂଖ୍ୟାରେ ମାଳିସାହି ବାସିନ୍ଦା ହାତରେ ମହମବତୀ ଧରି ଏକ ଶୋଭାରେ ସହର ପରିକ୍ରମା କରିଛନ୍ତି । ଆଶ୍ରୟ ଅନୁଷ୍ଠାନ ଓ ଗ୍ରାମ ଉତ୍ଥାନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
undefined

ଏହି ଘଟଣା ପରେ ପାକିସ୍ତାନକୁ ଉଚିତ ଜବାବ ଦେବାପାଇଁ ଦେହଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି । ଏହାସହ ଯେଉଁମାନେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହେଇଛନ୍ତି ତାଙ୍କ ପରିବାର ବର୍ଗଙ୍କ ଆତ୍ମବିଶ୍ବାସ ବଢେଇବା ସହ ଓ ନୂଆ କରି ଯୋଗ ଦେଉଥିବା ଯବାନଙ୍କୁ ଉତ୍ସାହିତ କରିବାକୁ ଆଶ୍ରୟ ସଭାନେତ୍ରୀ ନଗମଣୀ ରାଓ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.