ETV Bharat / state

ଟିକା କେନ୍ଦ୍ରରେ ଭିଡ଼ ନିୟନ୍ତ୍ରଣ ପାଇଁ ଟୋକନ ବ୍ୟବସ୍ଥା

author img

By

Published : May 18, 2021, 3:14 PM IST

ଟିକାଦାନ କେନ୍ଦ୍ରରେ ଭିଡ଼ କମାଇବା ପାଇଁ ସରପଞ୍ଚଙ୍କୁ ଦାୟିତ୍ବ । ସରପଞ୍ଚମାନେ ଲୋକଙ୍କୁ ଟୋକନ ଦେବେ ଓ ଯେଉଁମାନେ ଟୋକାନ ପାଇବେ, ସେମାନେ ଟିକା ପାଇପାରିବେ ବୋଲି କଣ୍ଟାବାଡ଼ ସରପଞ୍ଚ କହିଛନ୍ତି । ଅଧିକ ପଢନ୍ତୁ...

ଟିକା କେନ୍ଦ୍ରରେ ଭିଡ଼ ନିୟନ୍ତ୍ରଣ ପାଇଁ  ଟୋକନ ବ୍ୟବସ୍ଥା
ଟିକା କେନ୍ଦ୍ରରେ ଭିଡ଼ ନିୟନ୍ତ୍ରଣ ପାଇଁ ଟୋକନ ବ୍ୟବସ୍ଥା

ଖୋର୍ଦ୍ଧା: ଟିକା ପାଇଁ ଟୋକନ ବ୍ୟବସ୍ଥା । ଟିକାଦାନ କେନ୍ଦ୍ରରେ ଲୋକମାନେ ନାହିଁ ନଥିବା ଭିଡ଼ ଜମାଉଥିବା ନଜରକୁ ଆସିବାପରେ ସରପଞ୍ଚଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା ବେଗୁନିଆ ବ୍ଲକ ସମ୍ମିଳନୀ କକ୍ଷରେ । ଏହାପରେ ଟିକାଦାନ କେନ୍ଦ୍ରରେ ଭିଡ଼ କମାଇବା ପାଇଁ ସରପଞ୍ଚଙ୍କୁ ଦାୟିତ୍ବ ଦିଆଯାଇଥିଲା ।

ସରପଞ୍ଚମାନେ ଲୋକଙ୍କୁ ଟୋକନ ଦେବେ ଓ ଯେଉଁମାନେ ଟୋକନ ପାଇବେ, ସେମାନେ ଟିକା ପାଇପାରିବେ ବୋଲି କଣ୍ଟାବାଡ଼ ସରପଞ୍ଚ କହିଛନ୍ତି । ସେହିଭଳି ଟିକା କେନ୍ଦ୍ରରେ ଅଯଥା ଭିଡ଼ ନକରି ନିଜ ନିଜ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଟୋକନ ଆଣି ଟିକା ନେବାକୁ ନିବେଦନ କରିଛନ୍ତି ବେଗୁନିଆ ବିଡ଼ିଓ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.