ETV Bharat / state

ଓ୍ବାର୍ଲ୍ଡ ୟୁନିଭର୍ସିଟି ମାନ୍ୟତାରେ ଓଡିଶାର ଇଞ୍ଜିନିୟରିଂ କଲେଜ - ଭୁବନେଶ୍ବର

ଟାଇମ୍ସ ହାୟର୍‌ ଏଜୁକେସନ୍‌ ଓ୍ବାର୍ଲ୍ଡ ୟୁନିଭର୍ସିଟି ମାନ୍ୟତା-2020 ରେ ସ୍ଥାନ ପାଇଲା ଓଡିଶାର ଇଞ୍ଜିନିୟରିଂ କଲେଜ ।

ranking
author img

By

Published : Oct 18, 2019, 4:07 AM IST

ଭୁବନେଶ୍ବର: ଟାଇମ୍ସ ହାୟର୍‌ ଏଜୁକେସନ୍‌ ଓ୍ବାର୍ଲ୍ଡ ୟୁନିଭର୍ସିଟି ମାନ୍ୟତା-2020ରେ ପ୍ରଥମ ଥର ପାଇଁ ସୋଆ (SOA) ଇନ୍‌ଷ୍ଟିଚ୍ୟୁଟ୍ ସ୍ଥାନ ପାଇଛି । ତେବେ କମ୍ପୁଟର ସାଇନ୍ସରେ 600 ପ୍ଲସ କ୍ୟାଟେଗୋରୀରେ ସ୍ଥାନ ପାଇଛି ସୋଆ ।

ସୂଚନାଥାଉକି ଗତମାସରେ ପ୍ରକାଶ ପାଇଥିବା ଓ୍ବାର୍ଲ୍ଡ ୟୁନିଭର୍ସିଟି ମାନ୍ୟତାରେ 1001 ପ୍ଲସ କ୍ୟାଟେଗୋରୀରେ ସ୍ଥାନ ପାଇଥିଲା ।

ଟାଇମ୍ସ ହାୟର୍‌ ଏଜୁକେସନ୍‌ ଓ୍ବାର୍ଲ୍ଡ ୟୁନିଭର୍ସିଟି ମାନ୍ୟତାରେ ଇଞ୍ଜିନିୟରିଂ ଏବଂ ଟକ୍ନୋଲୋଜି କ୍ଷେତ୍ରରେ ଅଧିକ ତଥ୍ୟ ହାସଲ କରିବା ପାଇଁ 13ଟି ପାରଦର୍ଶିତା ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା । ଏହି ପ୍ରକ୍ରିୟାରେ ଶିକ୍ଷାଦାନ, ଗବେଷଣା, ସମ୍ବଳିତ ଲେଖା(ଗବେଷଣାର ପ୍ରଭାବ), ଅନ୍ତିର୍ଜାତୀୟ ଦୃଷ୍ଟିଭଙ୍ଗୀ ଓ ଶିଳ୍ପକ୍ଷେତ୍ରରେ ଆୟ ରହିଛି ।

ଇଞ୍ଜିନିୟରିଂ ଏବଂ ଟକ୍ନୋଲୋଜି ମାନ୍ୟତା କ୍ଷେତ୍ରରେ ଓଡିଶାର ଆଉ 2ଟି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଟି ଭୁବେନେଶ୍ବର ଓ ଏନ୍‌ଆଇଟି ରାଉରକେଲା ମଧ୍ୟ 601ରୁ 800 କ୍ୟାଟେଗୋରୀରେ ସ୍ଥାନ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.