ETV Bharat / state

ତିନି ମୋବାଇଲ ଲୁଟେରା ଗିରଫ: ୪୬ ମୋବାଇଲ, ଲାପଟପ ଓ ବାଇକ ଜବତ

author img

By

Published : Jun 7, 2022, 10:16 PM IST

ତିନି ମୋବାଇଲ ଲୁଟେରାକୁ କାବୁ କଲା ଜଟଣୀ ପୋଲିସ । ଅଧିକ ପଢ଼ନ୍ତୁ

ତିନି ମୋବାଇଲ ଲୁଟେରା ଗିରଫ:  ୪୬ ମୋବାଇଲ, ଲାପଟପ ଓ ବାଇକ ଜବତ
ତିନି ମୋବାଇଲ ଲୁଟେରା ଗିରଫ: ୪୬ ମୋବାଇଲ, ଲାପଟପ ଓ ବାଇକ ଜବତ

ଖୋର୍ଦ୍ଧା : ତିନି ମୋବାଇଲ ଲୁଟେରାକୁ କାବୁ କଲା ଜଟଣୀ ପୋଲିସ । ସେମାନଙ୍କ ନିକଟରୁ ୪୬ ଗୋଟି ଦାମୀ ମୋବାଇଲ ଫୋନ ସହ ୨ଟି ବାଇକ ଓ ଲାପଟପ ଜବତ କରିଛି । ଅନେକ ଏତଲାକୁ ଆଧାର କରି ଜଟଣୀ ପୋଲିସ ଏହି ତିନି ମୋବାଇଲ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଯୁବକମାନେ ହେଲେ ଜଟଣୀ ମହୁଳଗୁଡିଆ ଛକର ଲିପୁନି ଦାସ, ଜାମୁକୋଳିର ଅଭିଷେକ ମହାପାତ୍ର ଓ ବରକୁଦାର ପ୍ରତାପ ଭୋଇ ।

ଏମାନେ ଭୁବନେଶ୍ବର, ଖୋର୍ଦ୍ଧା ଓ ପିପିଲି ଅଞ୍ଚଳରୁ ମୋବାଇଲ ଲୁଟ କରୁଥିଲେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିସି । ସେହିପରି ଏମାନଙ୍କ ଠାରୁ ଜବତ ହୋଇଥିବା ବାଇକ ଦୁଇଟି ସମ୍ବଲପୁରରୁ ଲୁଟ୍ ହୋଇଥିବା ସୂଚନା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.