ETV Bharat / state

ପୁରୀ ଧାମ ମନା, ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଚଉରା ମୂଳ - khurda news

ଜଗନ୍ନାଥଙ୍କ ଦର୍ଶନରେ କୋରୋନା ଲଗାଇଛି କଟକଣା । ବର୍ଷ ତମାମ ଏହି ପବିତ୍ର ଧର୍ମ ମାସ କାର୍ତ୍ତିକକୁ ଅପେକ୍ଷା କରିଥିବା ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଚଉରା ମୂଳ । ଅଧିକ ପଢନ୍ତୁ...

ଗାଁ ଚଉରାମୂଳ ପାଲଟିଛି ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର

author img

By

Published : Nov 26, 2020, 4:01 PM IST

ଖୋର୍ଦ୍ଧା: ଜଗା ଦର୍ଶନରେ କୋରୋନା ଲଗାଇଛି କଟକଣା । ବର୍ଷ ତମାମ ଏହି ପବିତ୍ର ଧର୍ମ ମାସ କାର୍ତ୍ତିକକୁ ଅପେକ୍ଷା କରିଥାନ୍ତି ହବିଷ୍ୟାଳି । ଏହି ମାସରେ ମହାପ୍ରଭୁଙ୍କ ଆଶିଷ ଲାଭ କରି ଧର୍ମ ଅର୍ଜନ କରୁଥିବା ହବିଷ୍ୟାଳି ଚଳିତ ବର୍ଷ ଏଥିରୁ ବଞ୍ଚିତ ହୋଇଛନ୍ତି । କୋରୋନା ପାଇଁ ଶ୍ରୀକ୍ଷେତ୍ର ହବିଷ୍ୟାଳିଙ୍କୁ ମନା ହୋଇଥିବା ବେଳେ ଗାଁରେ ଥିବା ମନ୍ଦିରରେ ତାଲା ଝୁଲୁଛି ।

ଗାଁ ଚଉରାମୂଳ ପାଲଟିଛି ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର

ଏଥିପାଇଁ ଚଉରା ମୂଳ ପାଲଟିଛି ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ର । ବର୍ତ୍ତମାନ କାର୍ତ୍ତିକ ମାସ ପଞ୍ଚୁକ ଚାଲୁଥିବାରୁ ହବିଷ୍ୟାଳି ମାନେ ଏକ ମାସ ଧରି କରିଥିବା କାର୍ତ୍ତିକ ବ୍ରତକୁ ବୃନ୍ଦାବତୀଙ୍କ ସରଣରେ ସମାପ୍ତ କରିବା ପାଇଁ ଆଶା ରଖିଛନ୍ତି । ପୁଣ୍ୟ ମାସ କାର୍ତ୍ତିକରେ ହବିଷ୍ୟାଳି ମାନେ ମହାପ୍ରଭୁଙ୍କ ଦର୍ଶନରୁ ବିରତ ହୋଇ ଗାଁ ବୃନ୍ଦାବତୀଙ୍କ ନିକଟରେ ଶରଣ ପସିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.