ETV Bharat / state

ସାରୁଅ ବିବାଦ: ନବମ ଦିନରେ ଠିକା କର୍ମଚାରୀଙ୍କ ଧାରଣା

ସାରୁଅ ଠାରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ନବମ ଦିନରେ ପହଞ୍ଚିଛି। ଅଧିକ ପଢନ୍ତୁ...

ନବମ ଦିନରେ ଠିକା କର୍ମଚାରୀଙ୍କ ଧାରଣା
ନବମ ଦିନରେ ଠିକା କର୍ମଚାରୀଙ୍କ ଧାରଣା
author img

By

Published : Nov 9, 2020, 3:41 PM IST

ଖୋର୍ଦ୍ଧା: ସାରୁଅ ଠାରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ନବମ ଦିନରେ ପହଞ୍ଚିଛି। ଦିନର ତାତି ଓ ରାତିର ଶୀତକୁ ଖାତିର ନକରି ତମ୍ବୁ ତଳେ ଅଖିଆ ଅପିଆ ଧାରଣାରେ ବସିଛନ୍ତି ଶ୍ରମିକମାନେ।

ସରକାରଙ୍କ ନୀତି ନିୟମ ଅନୁସାରେ ପ୍ରାପ୍ୟ ଦାବି କରି ଆଜିକୁ 9 ଦିନ ଧରି ଷ୍ଟୁଡିଓ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ଶ୍ରମିକ । ଏପର୍ଯ୍ୟନ୍ତ ସଂସ୍ଥାର କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା ପାଇଁ ଆସିନଥିବା ବେଳେ ଦାବି ପୂରଣ ନେହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି ।

ନବମ ଦିନରେ ଠିକା କର୍ମଚାରୀଙ୍କ ଧାରଣା

ସେପଟେ ଠିକା ଶ୍ରମିକଙ୍କୁ ଜାତିଆଣ ଆକ୍ଷେପ ସହ ଗାଳିଗୁଲଜ କରିବା ଅଭିଯୋଗରେ ବାଘମାରି ପୋଲିସ ସଂସ୍ଥାର ଦୁଇ ଜଣଙ୍କୁ ଗିରଫ କରିଥିଲେ । ସୋମବାର ସେମାନଙ୍କର ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ମାନ୍ୟବର କୋର୍ଟ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.