ETV Bharat / state

ଆଜିଠୁ ଲୟର୍ସ ଟି 20 କ୍ରିକେଟ ପ୍ରତିଯୋଗିତା

ଆଜି ଠାରୁ 7ମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଲୟର୍ସ ଟି 20 କ୍ରିକେଟ ପ୍ରତିଯୋଗିତା । ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବିଜେବି କଲେଜ ଖେଳ ପଡ଼ିଆଠାରେ ଆୟୋଜିତ ହେବ ।

author img

By

Published : Feb 9, 2021, 8:02 AM IST

Updated : Feb 9, 2021, 1:40 PM IST

ଆଜିଠୁ ଲୟର୍ସ ଟି 20 କ୍ରିକେଟ ପ୍ରତିଯୋଗିତା
ଆଜିଠୁ ଲୟର୍ସ ଟି 20 କ୍ରିକେଟ ପ୍ରତିଯୋଗିତା

ଖୋର୍ଦ୍ଧା: ଆଜି ଠାରୁ 7ମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଲୟର୍ସ ଟି 20 କ୍ରିକେଟ ପ୍ରତିଯୋଗିତା । ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବିଜେବି କଲେଜ ଖେଳ ପଡ଼ିଆଠାରେ ଆୟୋଜିତ ହେବ ।

ଯେଉଁଥିରେ ରାଜ୍ୟର 8 ଟି ବାର ଆସୋସିଏସନ ସାମିଲ ହୋଇ ନିଜ କ୍ରୀଡା ପ୍ରତିଭାର ପ୍ରଦର୍ଶନ କରିବେ। ଆସନ୍ତା 14 ତାରିଖରେ ଏହାର ଫାଇନଲ ମ୍ୟାଚ ଖେଳାଯିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ବାର ଆସୋସିଏସନର ସଭାପତି ଓ ସମ୍ପାଦକ।

ଆଜିଠୁ ଲୟର୍ସ ଟି 20 କ୍ରିକେଟ ପ୍ରତିଯୋଗିତା

ଏହି ଅବସରରେ ମିଡିଆ ଏକାଦଶ,ଜଜ ଏକାଦଶ, କମିଶନରେଟ ପୋଲିସ ଏକାଦଶ ସହିତ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଆୟୋଜନ କରାଯିବ ବୋଲି ସେମାନେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Feb 9, 2021, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.