ETV Bharat / state

ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧା ଜିଲ୍ଲାପାଳ - କୋରୋନା ଭାଇରସ ଖବର

ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ଚନ୍ତାଜନକ ହେବାରେ ଲାଗିଛି । ଜିଲ୍ଲାରେ କୋରୋନା ନବ୍ୟାପିବ ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକ ପଢନ୍ତୁ...

ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ : ଖୋର୍ଦ୍ଧା ଜିଲ୍ଲାପାଳ

author img

By

Published : Jul 2, 2020, 4:21 PM IST

ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବେକାବୁ ହେଉଛି କୋରୋନା ସ୍ଥିତି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାରା ଦେଶରେ ଅନଲକ 2.0 ଆରମ୍ଭ ହୋଇଛି । ଏହି ଅନଲକ ସମୟରେ କିପରି କୋରୋନା ନବ୍ୟାପିବ ସେଥିପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି ।

ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ : ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡରେ ସକାଳ 5ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ସନ୍ଧ୍ୟା 7ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି ରହିବ । ଯେପରି ଦୋକାନ ବଜାରରେ ସାମାଜିକ ଦୂରତା ରହିବ ଓ ସମସ୍ତେ ମାସ୍କ ପିନ୍ଧିବେ ସେଥିପାଇଁ ପ୍ରତି ବ୍ଲକରେ ଏକ ଟିମ ଗଠନ କରାଯାଇଛି । ସେହିପରି ପ୍ରଶାସନର ଏହି ନିର୍ଦ୍ଦେଶନାମା ମାନୁନଥିବା ଅମାନିଆ ବ୍ୟବସାୟୀ ଓ ଜନସାଧରଣଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲାପାଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.