ETV Bharat / state

ପଥର ଚୋରା ଚାଲାଣ, 6 ଟ୍ରକ ଜବତ କଲା ଟାଙ୍ଗୀ ତହସିଲ

author img

By

Published : Nov 4, 2020, 12:15 PM IST

Updated : Nov 4, 2020, 12:26 PM IST

ଟାଙ୍ଗୀ ବାଇପାସ ନିକଟରେ ଚଢାଉ କରି ୪ ମେଟାଲ ବୋଝେଇ ହାଇୱା, ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଚିପ୍ସ ବୋଝେଇ ଟ୍ରାକ୍ଟର ଜବତ କରିଛି ଟାଙ୍ଗୀ ତହସିଲଦାର । ଅଧିକ ପଢନ୍ତୁ...

stone smuggling matter in khurdha, 6 truck sized
ବେଧଡ଼କ ଚାଲିଛି ପଥର ଚୋରା ଚାଲାଣ, 6 ଟ୍ରକ ଜବତ କଲା ଟାଙ୍ଗୀ ତହସିଲଦାର

ଖୋର୍ଦ୍ଧା: ଟାଙ୍ଗୀ ତହସିଲ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଖଣି ମାଫିଆଙ୍କ ରାଜ । ଦିନ ଦ୍ବିପ୍ରହରରେ ପ୍ରଶାସନର କଟକଣାକୁ ନମାନି ବେଧଡକ କରୁଛନ୍ତି ପଥର ଚୋରା ଚାଲାଣ । ତେବେ ଏହି ଚୋରା ଚାଲାଣକୁ ରୋକିବା ପାଇଁ ଟାଙ୍ଗୀ ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଛି ଚଢାଉ ।

ସେହିଭଳି ଆଜି ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ନିକଟରେ ଚଢାଉ କରି ୪ ମେଟାଲ ବୋଝେଇ ହାଇୱା, ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଚିପ୍ସ ବୋଝେଇ ଟ୍ରାକ୍ଟର ଜବତ କରିଛି ଟାଙ୍ଗୀ ତହସିଲଦାର । ଏହି ଚଢାଉକୁ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 4, 2020, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.