ETV Bharat / state

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ - କ୍ବାରେଣ୍ଟାଇନ ସେଣ୍ଟର

ଖୋର୍ଦ୍ଧା ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ବୃନ୍ଦାବନ ସାହୁ ଓ ଏମ୍‌ଭିଆଇ ଅମିତ କୁମାର ରଣା ପ୍ରବାସୀ ଓଡ଼ିଆଙ୍କୁ ନିଜ ଅଞ୍ଚଳକୁ ପଠାଇବାରେ ସହଯୋଗ କରିଥିବାରୁ ଏହି ଦୁଇ ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି ଜଟଣୀର ସମାଜସେବୀ ଦୁର୍ଗାମାଧବ ବଳିଆରସିଂହ । ଅଧିକ ପଢନ୍ତୁ...

social worker felicitated to corona warrior
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ
author img

By

Published : May 13, 2020, 12:48 AM IST

ଖୋର୍ଦ୍ଧା: ମହାମାରୀ କୋରୋନା ପାଇଁ ଲକଡାଉନରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ଜିଲ୍ଲାର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଇବାରେ ରାଜ୍ୟ ସରକାର କରିଥିବା ବ୍ୟବସ୍ଥାକୁ ପରିବହନ ଅଧିକାରୀ ସୂଚାରୁ ରୂପେ ତୁଲାଇଛି । ନିଜ କାର୍ଯ୍ୟ ଠିକ ରୂପେ ସମ୍ପନ୍ନ କରୁଥିବା ଜିଲ୍ଲାର ଦୁଇ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି ଜଟଣୀର ସମାଜସେବୀ ଦୁର୍ଗାମାଧବ ବଳିଆରସିଂହ ।

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ

ଖୋର୍ଦ୍ଧା ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ବୃନ୍ଦାବନ ସାହୁ ଓ ଏମ୍‌ଭିଆଇ ଅମିତ କୁମାର ରଣା ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ବିଭିନ୍ନ ଜିଲ୍ଲାକୁ ବସ୍‌ ଯୋଗେ ପ୍ରବାସୀ ଓଡ଼ିଆଙ୍କୁ ପଠାଇବାରେ ସହଯୋଗ କରିଥିବାରୁ ଏହି ଦୁଇ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ସେହିପରି ପରିବହନ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । କୋରୋନା ଯୁଦ୍ଧରେ ଏହିଭଳି ଯୋଦ୍ଧାଙ୍କ କାର୍ଯ୍ୟ ଅତୁଳନୀୟ ବୋଲି କହିଛନ୍ତି ସମାଜସେବୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.