ETV Bharat / state

ନାଗରାଜଙ୍କୁ ମାରିଦେଲେ ଦୁଇ କୁକୁର - snake and dog fight

ଖୋର୍ଦ୍ଧାର ଜଟଣୀରେ ଦେଖିବାକୁ ମିଳିଛି ସାପ-କୁକୁର ଲଢେଇ । ଦୁଇ କୁକୁର ମିଶି ସାପ ସହ ଲଢି ତାକୁ ଦୁଇ ଖଣ୍ଡ କରିଦେଇଛନ୍ତି । ଅଧିକ ପଢନ୍ତୁ...

snake and dog fight
ସାପ ସହ ଲଢି ଦି ଖଣ୍ଡ କଲା କୁକୁର
author img

By

Published : Feb 21, 2020, 1:22 PM IST

ଖୋର୍ଦ୍ଧା: ପୁଣି ବିଶ୍ବସ୍ତତାର ପ୍ରମାଣ ଦେଲା ପୋଷା କୁକୁର । ବିଷାକ୍ତ ସହ ସାପ ସହ ଲଢେଇ କରି ଟାଳିଲା ବିପଦ । ଦୀର୍ଘ ସମୟ ଧରି ଚାଲିଥିବା ସାପ-କୁକୁର ଲଢେଇରେ ଜିତ୍ ହୋଇଛି କୁକୁରର । ଯାହାର ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁଦିଆରୀ ଅଞ୍ଚଳରେ ।

ସାପ ସହ ଲଢି ଦି ଖଣ୍ଡ କଲା କୁକୁର

ପଶୁ ହୋଇ ମଧ୍ୟ ଆଗୁଆ ଜାଣିପାରିଲା ବିପଦ । ନିଜ ମାଲିକର ପରିବାର ଉପରକୁ ଆସୁଥିବା ବିପଦକୁ ଆଗୁଆ ଜାଣିପାରି ପୋଷା କୁକୁର ଲଢେଇ କରିଥିଲା ସାପ ସାଙ୍ଗରେ । କୁଦିଆରୀ ରଙ୍ଗଣୀ ସାହିର ମନୋଜ ସ୍ଵାଇଁଙ୍କ ଘରକୁ ଏକ ନାଗ ସାପ ପଶୁଥିବା ଦେଖି କୁକୁର ତାକୁ ଘର ଭିତରକୁ ଯିବାକୁ ରୋକିଥିଲା ଓ ସେଠାରେ ତା ସହିତ ଲଢେଇ କରି ସାପଟିକୁ ମାରି ହୋଇଥିଲା । ଏହିସବୁ ଘଟଣା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.