ETV Bharat / state

କୋରୋନା ମୁକାବିଲା: ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାନିଟାଇଜର ସ୍ପ୍ରେ - ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାନିଟାଇଜର ସ୍ପ୍ରେ

କୋରୋନା ସଂକ୍ରମଣକୁ ରୋକିବାକୁ ସବୁଠି ଆରମ୍ଭ ହୋଇଛି ବିଶୋଧନ । ଏନେଇ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜର ସ୍ପ୍ରେ କରାଯାଇଛି । ଅଧିକ ପଢନ୍ତୁ...

sanitaizer-spray-in-tangi-community-health-center
କୋରୋନା ମୁକାବିଲା: ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାନିଟାଇଜର ସ୍ପ୍ରେ
author img

By

Published : Apr 5, 2020, 5:27 PM IST

ଖୋର୍ଦ୍ଧା: କୋରୋନା ସଂକ୍ରମଣକୁ ରୋକିବାକୁ ସବୁଠି ଆରମ୍ଭ ହୋଇଛି ବିଶୋଧନ । ଏନେଇ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସାନିଟାଇଜର ସ୍ପ୍ରେ କରାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ସହଯୋଗରେ ଏହି ସ୍ପ୍ରେ କରାଯାଇଛି ।

କୋରୋନା ମୁକାବିଲା: ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାନିଟାଇଜର ସ୍ପ୍ରେ

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 21ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ରୋକିବାକୁ ସରକାର ଅଧିକ ସମ୍ବେଦନଶୀଳ ଭୁବନେଶ୍ବର, କଟକ ଓ ଯାଜପୁରକୁ ବ୍ଲକ ସଟଡାଉନ କରିଛନ୍ତି । ଏହା ସହ ସରକାରଙ୍କ ତରଫରୁ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ଲୋକଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.