ETV Bharat / state

ତେଲ ଟ୍ୟାଙ୍କର ଧକ୍କାରେ ଜଣେ ମୃତ

author img

By

Published : Nov 27, 2020, 1:33 PM IST

ତେଲ ଟ୍ୟାଙ୍କର ଧକ୍କାରେ ଜଣେ ମୃତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

road accident in khurda
ତେଲ ଟ୍ୟାଙ୍କର ଧକ୍କାରେ ଜଣେ ମୃତ

ଖୋର୍ଦ୍ଧା : ସଡକ ଦୁର୍ଘଟଣାରେ ଗଲା ଜୀବନ । ଖୋର୍ଦ୍ଧା ବାଘମାରି ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେଲ ଟ୍ୟାଙ୍କର ଧକ୍କାରେ ଜଣେ ମୃତ

ମୃତକ ଜଣକ ସରଧାପୁର ଅଞ୍ଚଳର ମଞ୍ଜୁର ମହାମଦ ବୋଲି ଜଣାପଡିଛି । ମଞ୍ଜୁରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.