ETV Bharat / state

ପୁରିଲା ଦ୍ବିତୀୟ ମାସ, କାଲି ମୁଖିଆଙ୍କୁ ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ - minister report-card

ଶେଷ ହେବାକୁ ଯାଉଛି ଦ୍ବିତୀୟ ମାସ । ମନ୍ତ୍ରୀ ନିଜର ରିପୋର୍ଟ ରଖିବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ପଞ୍ଚମ ପାଳିର ଦ୍ବିତୀୟ ରିପୋର୍ଟ କାର୍ଡ ରଖିବେ ମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : Aug 6, 2019, 9:44 PM IST

ଭୁବନେଶ୍ବର: ପୁରିଲା ମାସିକିଆ କଣ୍ଟା। କାଲି ମୁଖିଆଙ୍କୁ ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ। ମାସକରେ କଣ କାମ କରିଛନ୍ତି ଆଉ କଣ ଯୋଜନା ରଖିଛନ୍ତି ତାର ହିସାବ ନେବେ ରାଜ୍ୟ ମୁଖିଆ । ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ମନ୍ତ୍ରୀ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପଞ୍ଚମ ପାଳିରେ ପ୍ରଥମ ରିପୋର୍ଟ ଜୁଲାଇ 7ରେ ଦେଇଥିଲେ ମନ୍ତ୍ରୀ । କାଲି ଦେବେ ଦ୍ଵିତୀୟ ରିପୋର୍ଟ। ଏନେଇ ମଙ୍ଗଳବାର ସଚିବାଳୟରେ ମନ୍ତ୍ରୀ ଆସି ରିପୋର୍ଟ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ।

ବିଶେଷ କରି ସରକାରୀ ଯୋଜନାର କାର୍ଯ୍ୟକାରିତା । ବିଭାଗ ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ନେଇଥିବା ପଦକ୍ଷେପ । 5ଟି କାର୍ଯ୍ୟକାରୀ କ୍ଷେତ୍ରରେ ବିଭାଗ ନେଇଥିବା ପଦକ୍ଷେପ ଉପରେ ରିପୋର୍ଟ ପ୍ରସ୍ତୁତ କରିବେ ମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପୁରିଲା ମାସିକିଆ କଣ୍ଟ। କାଲି ମୁଖିଆଙ୍କୁ ଦେବେ ରିପୋର୍ଟ। ମାସକରେ କଣ କାମ କରିଛନ୍ତି ଆଉ କଣ ଯୋଜନା ରଖିଛନ୍ତି ତାର ହିସାବ ନେବେ ମୁଖିଆ ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ମନ୍ତ୍ରୀ। ପଞ୍ଚମ ପାଳିରେ ପ୍ରଥମ ରିପୋର୍ଟ ଜୁଲାଇ 7ରେ ଦେଇଥିଲେ ମନ୍ତ୍ରୀ। କଲି ଦେବେ ଦ୍ଵିତୀୟ ରିପୋର୍ଟ। ଏନେଇ ଆଜି ସଚିବାଳୟରେ ମନ୍ତ୍ରୀ ଆସି ରିପୋର୍ଟ ପ୍ରସ୍ତୁତି ରେ ଲାଗି ପଡ଼ିଥିଲେ।

Body:ବିଶେଷ କରି ସରକାରୀ ଯୋଜନାର କାର୍ଯ୍ୟକାରିତା, ବିଭାଗ ନିର୍ବାଚନ ପ୍ରତିଶ୍ରୁତି ପୂରଣ ନେଇ ନେଇଥିବା ପଦକ୍ଷେପ, 5ଟି କାର୍ଯ୍ୟକାରୀ କ୍ଷେତ୍ରରେ ବିଭାଗ ନେଇଥିବା ପଦକ୍ଷେପ ଉପରେ ରିପୋର୍ଟ ପ୍ରସ୍ତୁତ ହେବ।
ବାଇଟ: ରଘୁନନ୍ଦନ ଦାସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.