ETV Bharat / state

15 ଦିନରେ ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା, ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା - ଖୋର୍ଦ୍ଧା

ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା 15 ଦିନରେ ପହଞ୍ଚିଛି । ଧାରଣାରତ ଠିକା କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ଗୁରୁତର ହେବାକୁ ଲାଗିଲାଣି । ଅଧିକ ପଢନ୍ତୁ..

15 ଦିନରେ ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା
15 ଦିନରେ ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା
author img

By

Published : Nov 15, 2020, 12:34 PM IST

ଖୋର୍ଦ୍ଧା: ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା 15 ଦିନରେ ପହଞ୍ଚିଛି । ଧାରଣାରତ ଠିକା କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ଗୁରୁତର ହେବାକୁ ଲାଗିଲାଣି । ଶନିବାର ଠାରୁ 3 ଜଣ ଠିକା କର୍ମଚାରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

15 ଦିନରେ ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା

ପୂର୍ବରୁ ରାଜଭବନ ନିକଟରେ ଧାରଣ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମାଧ୍ୟମରେ ଗୁହାରୀ ଶୁଣାଇଥିଲେ କର୍ମଚାରୀ । ଅନ୍ୟପକ୍ଷେ ଠିକା କର୍ମଚାରୀଙ୍କୁ ଯୁଗ୍ମ ଶ୍ରମ ଅଧିକାରୀ ଆସନ୍ତା ନଭେମ୍ବର 18 ତାରିଖରେ ଆଲୋଚନା ପାଇଁ ଉପସ୍ଥିତ ରହିବାକୁ ନୋଟିସ କରିଥିବା ବେଳେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯାଇପାରିବେନି ବୋଲି ରୋକଠୋକ୍ ଶୁଣାଇଛନ୍ତି କର୍ମଚାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.