ETV Bharat / state

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ

ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ । ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲିଥିଲା ଘେରି । ଅଧିକ ପଢନ୍ତୁ...

author img

By

Published : Jun 18, 2021, 8:29 AM IST

prawn gheri eviction in chilika
ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ

ଖୋର୍ଦ୍ଧା: ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ପ୍ରଶାସନ । ଚିଲିକାରେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି କରି ମାଫିଆ ମାନେ ଚିଲିକା ହ୍ରଦର ଜୈବ ବିଭିଦତାକୁ ନଷ୍ଟ କରୁଛନ୍ତି । ପୂର୍ବରୁ ବହୁଥର ଚିଲିକାର ନୀଳ ଜଳରାଶିରୁ ଏହି ଘେରି ଉଚ୍ଛେଦ ହୋଇଛି ।

ସେହିଭଳି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଚିଲିକାର ହାଟବରଡିହ ଅଞ୍ଚଳରୁ ବେଆଇନ ଘେରି ଉଚ୍ଛେଦ ହୋଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ସ୍ଥାନୀୟ ତହସିଲଦାର, ବାଲୁଗାଁ ଏସଡିପିଓ, ଚିଲିକା ଉନ୍ନୟନ କତ୍ତୃପକ୍ଷ ଓ ଟାଙ୍ଗି ଥାନା ଅଧିକାରୀ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.