ETV Bharat / state

ଚିଲିକା ହେବ ପଲିଥିନ ମୁକ୍ତ - chilika

ଖୋର୍ଦ୍ଧା ଜିଲ୍ଲାର ପାନ୍ଥନିବାସ ବରକୁଳରେ ପଲିଥିନ ମୁକ୍ତ ଚିଲିକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 14, 2019, 4:06 AM IST

ଖୋର୍ଦ୍ଧା: ଜିଲ୍ଲାର ପାନ୍ଥନିବାସ ବରକୁଳ ଠାରେ ପଲିଥିନ ମୁକ୍ତ ଚିଲିକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଶନିବାର ଚିଲିକାକୁ ପଲିଥିନ ମୁକ୍ତ କରିବା ଅଭିଯାନ ଆରମ୍ଭ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି କାର୍ଯ୍ୟକ୍ରମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀ, ନୌସେନାର ଯବାନ, ତହସିଲଦାର ପୋଲିସ ଅଧିକାରୀ, ସ୍ବେଚ୍ଛାସେବୀ, ସ୍ଥାନୀୟ ବାସିନ୍ଦାଙ୍କ ଆସୁଥିବା ପର୍ଯ୍ୟଟକଙ୍କୁ ସଚେତନତା କରିବା ସହିତ କର୍ମଚାରୀଙ୍କ ସହଯୋଗରେ ଚିଲିକା ସଫେଇ କାର୍ଯ୍ୟ ସମ୍ପାଦନ କରାଯାଇଛି ।

ଏଭଳି କାର୍ଯ୍ୟକ୍ରମ ଅଗାମୀ ଦିନରେ ଜାରି ରହିବ ବୋଲି ସୂଚନା ମିଳିଛି । ଏହି ସ୍ବଚ୍ଛତା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପଲିଥିନ ମୁକ୍ତ ଚିଲିକା ଅଭିଯାନ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପାନ୍ଥନିବାସ ବରକୁଳ ଠାରେ ଚିଲିକା ଉନୟନ କତ୍ତୃପକ୍ଷ ଏବଂ ଭାରତୀୟ ନୌସେନା ମିଳିତ ଭାବେ ଆଜି ଚିଲିକାକୁ ପଲିଥିନ ମୁକ୍ତ କରିବା ଅଭିଯାନ ଆରମ୍ଭ କରିଛନ୍ତି । Body:ଏଇ କାର୍ଯ୍ୟକ୍ରମରେ ଚିଲିକା ଉର୍ଣ୍ଣୟନ କତ୍ତୃପକ୍ଷର କର୍ମଚାରୀ , ନୌସେନାର ଯବାନ ଏବଂ ଅଧିକାରୀ ସନି ଗୁପ୍ତା , ତହସିଲଦାର ଅପର୍ଣ୍ଣା ଭୋଇ ଓ ପୋଲିସ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ଏବଂ ସ୍ବେଛାସେବୀ ପ୍ରମୋଦ ସ୍ବାଇଁ ସ୍ଥାନୀୟ ବାସିନ୍ଦା ଏବଂ ଆସୁଥିବା ପର୍ଯ୍ୟଟକ ଙ୍କୁ ସଚେତନତା କରିବା ସହିତ କର୍ମଚାରୀଙ୍କ ସହଯୋଗ ରେ ଚିଲିକା ସଫେଇ କାର୍ଯ୍ୟ ସମ୍ପାଦନ କରାଯାଇଛି ।ଏଭଳି କାର୍ଯ୍ୟକ୍ରମ ଅଗାମୀ ଦୀନରେ ଜାରି ରହିବ ବୋଲି ସୂଚନା ମିଳିଛି ।Conclusion:ଆଜିର ଏହି ପଲଥିନ ମୁକ୍ତ ଚିଲିକା କାର୍ଯ୍ୟକ୍ରମରେ 100ରୁ ଅଧିକ କର୍ମଚାରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.