ETV Bharat / state

Panchayat Poll: ଖୋର୍ଦ୍ଧା ପୋଲିସର ଫ୍ଲାଗ୍ ମାର୍ଚ୍ଚ - ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ବେଗୁନିଆ ଏବଂ ବାଣପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବେଗୁନିଆ ବ୍ଲକରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅଧିକ ପଢନ୍ତୁ

Panchayat Poll: ଖୋର୍ଦ୍ଧା ପୋଲିସର ଫ୍ଲାଗ୍ ମାର୍ଚ୍ଚ

author img

By

Published : Feb 17, 2022, 10:45 PM IST

Updated : Feb 17, 2022, 11:02 PM IST

ଖୋର୍ଦ୍ଧା: ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ବେଗୁନିଆ ଏବଂ ବାଣପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବେଗୁନିଆ ବ୍ଲକରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ନିର୍ବାଚନକୁ ନିରପେକ୍ଷ, ଅବାଧ, ଅପରାଧ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଉଭୟ ବ୍ଲକରେ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

Panchayat Poll: ଖୋର୍ଦ୍ଧା ପୋଲିସର ଫ୍ଲାଗ୍ ମାର୍ଚ୍ଚ

ସେହିପରି ବାଣପୁର ଏବଂ ବେଗୁନିଆ ବ୍ଲକରେ ଥିବା ମୋଟ 126ଟି ଅତି ସମ୍ବେଦନଶୀଳ ବୁଥ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ତେବେ ଆସନ୍ତା କାଲି ସକାଳ 7ଟା ରୁ ଦିନ 1ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 17, 2022, 11:02 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.