ETV Bharat / state

ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଶୂନଶାନ ରାସ୍ତାଘାଟ - due to heavy rain market cl;osed in khurdha

ଖୋର୍ଦ୍ଧା ଜିଲ୍ଲାରେ ବୁଧବାର ଠାରୁ ଲଗାଣ ବର୍ଷା ଲାଗିରହିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଗୁରୁବାର ସକାଳ ସୁଦ୍ଧା 1056.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସୁନଶାନ ରାସ୍ତାଘାଟ
author img

By

Published : Oct 24, 2019, 11:40 AM IST

ଖୋର୍ଦ୍ଧା: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଯାହା ପ୍ରଭାବରେ ବୁଧବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ଏହି କାରଣରୁ ଅନେକ ସ୍ଥାନରେ ପାଣି ଜମା ରହିବା ଫଳରେ ଯାତାୟାତାରେ ସମସ୍ୟା ହେଉଛି । ଫଳରେ ରାସ୍ତାଘାଟ ଶୂନଶାନ ରହିବା ସହ ଦୋକାନ ବଜାର ବନ୍ଦ ରହିଛି ।

ସୁନଶାନ ରାସ୍ତାଘାଟ

ଖୋର୍ଦ୍ଧା ଜିଲ୍ଲାରେ ବୁଧବାର ଠାରୁ ଲଗାଣ ବର୍ଷା ଲାଗିରହିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଗୁରୁବାର ସକାଳ ସୁଦ୍ଧା 1056.6 ମିଲିମିଟର ବର୍ଷା ହୋଇଥିବାବେଳେ ସର୍ବାଧିକ 122ମିଲିମିଟର ବର୍ଷା ଖୋର୍ଦ୍ଧା ବ୍ଲକରେ ରେକର୍ଡ କରାଯାଇଛି । ଫଳରେ ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି ।

ସେହିପରି ଜଟଣୀର 122 ,ବେଗୁନିଆରେ 114,ବୋଲଗଡ଼ରେ 115, ଟାଙ୍ଗିରେ104.6, ଚିଲିକାରେ110 ଏବଂ ବାଣପୁର ବ୍ଲକରେ115 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

Body:ଖୋର୍ଦ୍ଧା : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଗତକାଲି ଠାରୁ ଲଗାଣ ବର୍ଷା ଲାଗିରହିଛି । ଏହି ଲଗାଣ ବର୍ଷା ଫଳରେ ଜନଜୀବନ ଏକ ପ୍ରକାର ଠପ ହୋଇଯାଇଛି । ରାସ୍ତା ଘାଟ ସୁନସାନ ଦୋକାନ ବଜାର ବନ୍ଦ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗିରହିଛି । ବିଶେଷ କରି ଖୋର୍ଦ୍ଧା ଜିଲାରେ ଆଜି ସକାଳ ସୁଦ୍ଧା 1056.6 ମିଲି ଲିଟର ବର୍ଷା ହୋଇଥିବା ବେଳେ ସର୍ବାଧିକ 122ମିଲି ଲିଟର ବର୍ଷା ଖୋର୍ଦ୍ଧା ବ୍ଲକରେ ରେକର୍ଡ କରାଯାଇଛି । ସେହିପରି ଜଟଣୀର 122 ,ବେଗୁନିଆରେ 114,ବୋଲଗଡ଼ରେ 115,ଟାଙ୍ଗିରେ104.6,ଚିଲିକାରେ110 ଏବଂ ବାଣପୁର ବ୍ଲକରେ115 ମିଲି ଲିଟର ବର୍ଷା ରେକର୍ଡ କରାଯାଇଛି । Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.