ETV Bharat / state

ଆଜିଠୁ ଜୁଲାଇ 2 ଯାଏଁ ଭିଜିବ ଓଡିଶା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗୁରୁବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ତେବେ ଆଜିଠାରୁ ଆସନ୍ତା ଜୁଲାଇ 2 ଯାଏଁ ଭିଜିବ ଓଡିଶା । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 28, 2019, 5:27 PM IST

ଭୁବନେଶ୍ବର: ଆଜିଠାରୁ ଆସନ୍ତା ଜୁଲାଇ 2 ଯାଏଁ ଭିଜିବ ଓଡିଶା । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗୁରୁବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ସେହିପରି ଆସନ୍ତା ଜୁନ 30 ଓ ଜୁଲାଇ 1 ରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ରାଜ୍ୟର ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ, କଳାହାଣ୍ଡି ପୁରୀ ଆଦି ଜିଲ୍ଲାରେ ଆସନ୍ତା 1 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ଲଘୁଚାପ ଜନିତ ବର୍ଷାରେ ବାକି ସବୁ ଜିଲ୍ଲା ବି ଭିଜିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ଆଜି ଠାରୁ ଆସନ୍ତା ଜୁଲାଇ 2 ଯାଏଁ ଭିଜିବ ଓଡିଶା, ଏଭଳି ପୂର୍ବା ଅନୁମାନ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଵଂଗେପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗତ କାଲି ଠାରୁ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ଦେଖିବା କୁ ମିଳିଥିବା ବେଳେ ଆସନ୍ତା ଜୁନ 30 ଓ ଜୁଲାଇ 1 ରେ ରାଜ୍ୟ ର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି। ରାଜ୍ୟ ର ଢେଙ୍କାନାଳ, ସମ୍ବଲପୁର, ସେନପୁର, ବୌଧ, କଟକ, କଳାହାଣ୍ଡି ପୁରୀ ଆଦି ଜିଲ୍ଲା ରେ ଆସନ୍ତା 1 ତାରିଖ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା କରାଯାଉଛି। ଅନ୍ୟପଟେ ଏହି ଲଘୁଚାପଜନିତ ବର୍ଷା ରେ ବାକି ସବୁ ଜିଲ୍ଲା ବି ଭିଜିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ବାଇଟ ହାବିବୁର ରେହେମାନ ବିଶ୍ଵସ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.