ETV Bharat / state

IWAS World Games: ଭୁବନେଶ୍ୱରରେ ପାରା ଆଥଲେଟ ଜୟନ୍ତୀଙ୍କୁ ଗ୍ରାଣ୍ଡ ୱେଲକମ୍, ଜିତିଛିନ୍ତି ୩ ପଦକ - ଭୁବନେଶ୍ବରରେ ପହଞ୍ଚିଲେ ଜୟନ୍ତୀ ବେହେରା

ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଆ ପାରା ଆଥଲେଟ ଜୟନ୍ତୀ ବେହେରା । ଆଇ. ଡବ୍ଲ୍ୟୁ. ଏ. ଏସ ୱାର୍ଲଡ ଗେମ୍ସରେ ୩ଟି ପଦକ ହାତେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ

IWAS World Games: ଭୁବନେଶ୍ବରରେ ଓଡ଼ିଆ ପାରା ଆଥଲେଟ ଜୟନ୍ତୀଙ୍କ ଗ୍ରାଣ୍ଡ ୱେଲକମ, ଜିତିଛିନ୍ତି ୩ ପଦକ

author img

By

Published : Dec 1, 2022, 5:39 PM IST

Updated : Dec 1, 2022, 10:57 PM IST

ଭୁବନେଶ୍ବର: ରାଜଧାନୀରେ ପହଞ୍ଚିଲେ ଓଡ଼ିଆ ପାରା ଆଥଲେଟ ଜୟନ୍ତୀ ବେହେରା (Odisha Sprint Queen Jayanti )। ନିକଟରେ ପର୍ତ୍ତୁଗାଲର ଖେଳାଯାଉଥିବା ଆଇ. ଡବ୍ଲ୍ୟୁ. ଏ. ଏସ ୱାର୍ଲଡ ଗେମ୍ସ (IWAS World Games 2022)ରେ ସେ ତିନୋଟି ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ସହିତ ସ୍ବାଗତ କରାଯାଇଛି ।

ଏହା ବି ପଢନ୍ତୁ- ଡିସେମ୍ବର ୪ରୁ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

IWAS World Games: ଭୁବନେଶ୍ୱରରେ ପାରା ଆଥଲେଟ ଜୟନ୍ତୀଙ୍କୁ ଗ୍ରାଣ୍ଡ ୱେଲକମ୍, ଜିତିଛିନ୍ତି ୩ ପଦକ

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡିଶା ପାରା ସ୍ପୋର୍ଟ୍ସ ଆସୋସିଏସନ (Odisha Para Sports Association), ନିଜର ସାଥୀ ଖେଳାଳି ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି । ଏହି ଗେମରେ ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ରେ ଜୟନ୍ତୀ ଭାଗ ନେଇ ୨ଟି ସ୍ଵର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି । ଏ ନେଇ ସ୍ବର୍ଣ୍ଣ ପଦକ ବିଜୟିନୀ ଜୟନ୍ତୀ କହିଛନ୍ତି, " ଓଡ଼ିଶା ଆସିବା ପରେ ମୁଁ ବହୁତ ଖୁସି ଅଛି । ମୋତେ ଆଇଡବ୍ଲ୍ୟୁଏଏସ ଗେମ୍ସରେ ୩ଟି ପଦକ ମିଳିଛି । ଏଥିଲାଗି ମୁଁ ବହୁତ ଖୁସି ଅଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 1, 2022, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.