ETV Bharat / state

ରାଜରାସ୍ତାରେ ଓଡିଶା ସରପଞ୍ଚ ସଂଘ

11 ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଛନ୍ତି ସରପଞ୍ଚ ସଂଘ ।

author img

By

Published : Feb 9, 2019, 10:45 AM IST

ଫଟୋ ସୌଜନ୍ୟ: ପ୍ରତିନିଧ୍, ଭୁବନେଶ୍ବର

ଭୁବନେଶ୍ବର: ରାଜରାସ୍ତାରେ ଓଡିଶା ସରପଞ୍ଚ ସଂଘ । ସମ୍ବିଧାନର ଧାରା 73 ନିୟମ ଅନୁସାରେ ସରପଞ୍ଚଙ୍କୁ 29ଟି ବିଭାଗର ଦାୟିତ୍ବ ଦେବାର ବ୍ୟବସ୍ଥା । ହେଲେ ଏହି ବ୍ୟବସ୍ଥା ମିଳିପାରିନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସରପଞ୍ଚ । ଫଳରେ ଏହି ଦାୟିତ୍ବ ହସ୍ତାନ୍ତର କରିବାକୁ ଧାରଣାରେ ଦେଇଛନ୍ତି ସଂଘ ।

ଭିଡିଓ ସୌଜନ୍ୟ: ପ୍ରତିନିଧ୍, ଭୁବନେଶ୍ବର
undefined

ସୂଚନାନୁୟାୟୀ, ସରପଞ୍ଚମାନେ ନିଜର କାର୍ଯ୍ୟ ସମ୍ପାଦନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚମାନେ । ଗ୍ରାମପଞ୍ଚାୟତକୁ ଜରୁରୀକାଳୀନ ପରିସ୍ଥିତି କାର୍ଯ୍ୟ କରିବା ନିମନ୍ତେ ସରପଞ୍ଚ ପାଣ୍ଠିକୁ 10 ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଉ । ସରପଞ୍ଚ, ୱାର୍ଡ ମେମ୍ବରମାନଙ୍କ ମାସିକ ଭତ୍ତା ବୃଦ୍ଧି ଭଳି 11 ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଛନ୍ତି ସରପଞ୍ଚ ସଂଘ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ରାଜରାସ୍ତାରେ ଓଡିଶା ସରପଞ୍ଚ ସଂଘ

ଭୁବନେଶ୍ବର: ରାଜରାସ୍ତାରେ ଓଡିଶା ସରପଞ୍ଚ ସଂଘ । ସମ୍ବିଧାନର ଧାରା 73 ନିୟମ ଅନୁସାରେ ସରପଞ୍ଚଙ୍କୁ 29ଟି ବିଭାଗର ଦାୟିତ୍ବ ଦେବାର ବ୍ୟବସ୍ଥା । ହେଲେ ଏହି ବ୍ୟବସ୍ଥା ମିଳିପାରିନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସରପଞ୍ଚ । ପଞ୍ଚାୟତକୁ ବିଭାଗକୁ ଏହି ଦାୟିତ୍ବ ହସ୍ତାନ୍ତର କରିବା ନେଇ ଧାରଣାରେ ସରପଞ୍ଚ ସଂଘ ।

ସୂଚନାନୁୟାୟୀ, ସରପଞ୍ଚମାନେ ନିଜର କାର୍ଯ୍ୟ ସମ୍ପାଦନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚମାନେ । ଗ୍ରାମପଞ୍ଚାୟତକୁ ଜରୁରୀକାଳୀନ ପରିସ୍ଥିତି କାର୍ଯ୍ୟ କରିବା ନିମନ୍ତେ ସରପଞ୍ଚ ପାଣ୍ଠିକୁ 10 ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଉ । ସରପଞ୍ଚ, ୱାର୍ଡ ମେମ୍ବରମାନଙ୍କ ମାସିକ ଭତ୍ତା ବୃଦ୍ଧି ଭଳି 11 ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଛନ୍ତି ସରପଞ୍ଚ ସଂଘ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.