ETV Bharat / state

ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର

ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ (Odisha Judicial Service Exam-2021 declared) । ୫୦ କୃତୀ ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ କଲା ଓପିଏସସି । ଆଦ୍ୟାଶା ମିଶ୍ର ଓଜେଏସ ଟପ୍ପର । ଅଧିକ ପଢ଼ନ୍ତୁ

ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର
ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର
author img

By

Published : Nov 11, 2022, 6:23 PM IST

Updated : Nov 11, 2022, 8:03 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ (Odisha Judicial Service Exam-2021 declared) । ୫୦ କୃତୀ ପରୀକ୍ଷାର୍ଥୀଙ୍କର ତାଲିକା ପ୍ରକାଶ କଲା ଓପିଏସସି । ୫୦ ଜଣ କୃତୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ଝିଅ । ଓଜେଏସ ପରୀକ୍ଷାରେ ଆଦ୍ୟାଶା ମିଶ୍ର ଟପ୍ପର । ଦ୍ବିତୀୟରେ ଚେତନା ପଟ୍ଟନାୟକ । ଏ ଗୀତାଞ୍ଜଳି ନାଇଡୁ ତୃତୀୟ ।

ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର
ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର

ଓଜେଏସ ୨୦୨୧ ପରୀକ୍ଷା ଫଳ ପ୍ରକାଶ କରିଛି ଓପିଏସସି । ଏହି ପରୀକ୍ଷାରେ ୫୦ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସେମାନଙ୍କର ତାଲିକା ପ୍ରକାଶ କରାଯାଇଛି । ତେବେ ଏଥିରେ ପୁରୁଷଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ମହିଳା । ଓଜେଏସ ପରୀକ୍ଷାରେ ସମୁଦାୟ ୫୦ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨୮ ଜଣ ମହିଳା ରହିଛନ୍ତି । ଏଥିରେ ଆଦ୍ୟାଶା ମିଶ୍ର ପ୍ରଥମ ସ୍ଥାନରେ ରହି ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ଚେତନା ପଟ୍ଟନାୟକ ଓ ତୃତୀୟରେ ଏ ଗୀତାଞ୍ଜଳୀ ନାଇଡୁ ରହିଛନ୍ତି ।

ସେହିଭଳି ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2022, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.