ETV Bharat / state

ସିଲଂରେ ଓଡ଼ିଆ ଯବାନ ସହିଦ

ଡ୍ୟୁଟି ବେଳେ ଦୁର୍ଘଟଣା । ଆସାମ ସିଲଂରେ କାର୍ଯ୍ୟରତ ଓଡିଆ ବିଏସଏଫ ଯବାନ ସହିଦ । ଅଧିକ ପଢନ୍ତୁ

ଡ୍ୟୁଟି ବେଳେ ଦୁର୍ଘଟଣା ଘଟି ଓଡ଼ିଆ ଯବାନ ସହିଦ

author img

By

Published : May 11, 2022, 8:49 AM IST

Updated : May 11, 2022, 9:35 AM IST

ଖୋର୍ଦ୍ଧା: ଡ୍ୟୁଟି ବେଳେ ଦୁର୍ଘଟଣା । ଆସାମ ସିଲଂରେ କାର୍ଯ୍ୟରତ ଓଡିଆ ବିଏସଏଫ ଯବାନ ସହିଦ(Odia BSF Jawan Martyred In Shillong) । ସହିଦ ଯବାନ ଜଣକ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୋ ପଞ୍ଚାୟତ ଅନ୍ତର୍ଗତ ଅରାଞ୍ଚଳ ଗ୍ରାମର ଜୟପ୍ରକାଶ ମହାପାତ୍ର ଓରଫ କାଳିଆ ।

ସିଲଂରେ ଓଡ଼ିଆ ଯବାନ ସହିଦ

ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବାବେଳେ ଦୁର୍ଘଟଣା ଘଟି ସେ ସହିଦ ହୋଇଯାଇଛନ୍ତି । ଜୟପ୍ରକାଶଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତାକାଲି(ଗୁରୁବାର) ତାଙ୍କର ପାର୍ଥିବ ଶରୀର ଜନ୍ମମାଟିରେ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି । ଜୟପ୍ରକାଶଙ୍କ ମୃତ୍ୟୁ ଖବର ପାଇ ତାଙ୍କର ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 11, 2022, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.