ETV Bharat / state

ରାଜଧାନୀବାସୀଙ୍କ ଟୀକାକରଣ ପାଇଁ ନୂଆ ସ୍ଳଟ୍‌ ବୁକିଂ

author img

By

Published : May 27, 2021, 7:28 PM IST

ବଢ଼ିଲା ଟୀକାକରଣ ପାଇଁ ନୂଆ ସ୍ଲଟ ବୁକିଂ ସମୟ । ରାଜଧାନୀ ଭୁବନେଶ୍ବରରେ ଟୀକାକରଣ ପାଇଁ ବିଏମସି ପକ୍ଷରୁ ଜାରି ହେଲା ନୂଆ ସ୍ଲଟ ବୁକିଂ ଅବଧି । ଅଧିକ ପଢନ୍ତୁ...

New Slots available for booking 18-44 & 45+ age group
ରାଜଧାନୀବାସୀଙ୍କ ଟୀକାକରଣ ପାଇଁ ସନ୍ଧ୍ୟା ୭ ଟାରେ ନୂଆ ସ୍ଳଟ୍‌ ବୁକିଙ୍ଗ

ଭୁବନେଶ୍ବର: ବଢ଼ିଲା ଟୀକାକରଣ ପାଇଁ ନୂଆ ସ୍ଲଟ ବୁକିଂ ସମୟ । ରାଜଧାନୀ ଭୁବନେଶ୍ବରରେ ଟୀକାକରଣ ପାଇଁ ବିଏମସି ପକ୍ଷରୁ ଜାରି ହେଲା ନୂଆ ସ୍ଲଟ ବୁକିଂ ଅବଧି ।

୧୮ ରୁ ୪୪ ବର୍ଷ ବୟସ୍କ ପାଇଁ ଗୁରୁବାର ସନ୍ଧ୍ୟା ୭ ଟାରେ ନୂଆ ସ୍ଲଟ ବୁକିଙ୍ଗ ସୁବିଧା ହେବ । ଏନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୨୮ ଓ ୨୯ ତାରିଖ ପାଇଁ ଏହା ଉଦ୍ଦିଷ୍ଟ । ସେହିପରି ଉଭୟ ୧୮ ରୁ ୪୪ ଓ ୪୫ ବର୍ଷରୁ ଉର୍ଧ୍ବ ବୟସ୍କଙ୍କ ପାଇଁ ୩୧ ଓ ଜୁନ ୧ ପାଇଁ ନୂଆ ସ୍ଲଟ ଖୋଲାଯାଇଛି । ଆଜି (ଗୁରୁବାର) ସନ୍ଧ୍ୟା ୭.00 ଟାରୁ ଏହି ବୁକିଂ ସୁବିଧା ଉପଲବ୍ଧ ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.