ETV Bharat / state

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ

author img

By

Published : Oct 6, 2019, 10:05 PM IST

ନୟାପଲ୍ଲୀ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ବେଶ୍ ବଢିବାରେ ଲାଗିଛି । ମୀନାବଜାର ସହ ରାମଲୀଳା ଓ ଭଜନ ସଂନ୍ଧ୍ୟାର ଆୟୋଜନ କରାଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ନୟାପଲ୍ଲୀ ପୂଜା କମିଟି ସମସ୍ତ ପ୍ରକାରର ଅୟୋଜନ କରିଛନ୍ତି।

ଜମୁଛି ଭକ୍ତଙ୍କ ଭିଡ

ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ପୂଜା ମଣ୍ଡପରେ ମା'ଙ୍କ ଅଷ୍ଟମୀ ପୂଜା । ମଣ୍ଡପରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି। ସନ୍ଧ୍ୟା ଆଳତୀ ସହ ମା'ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ମନ୍ତ୍ର ଓ ବାଦ୍ୟ ଘଣ୍ଟ ବାଦରେ ହୁଲହୁଳିରେ କମ୍ପୁଛି ପୂଜା ମଣ୍ଡପ।

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଜୋର ଧରିଲାଣି ଭିଡ

ମା'ଙ୍କ ସନ୍ଧ୍ୟା ପୂଜା ସମେତ ରାତ୍ର ପୂଜା କରଯିବ । ସନ୍ଧ୍ୟା ସମୟରେ ଭକ୍ତ ମାନଙ୍କର ଭିଡ ଦେଖି କିଛି ଯେପରି ଅଘଟଣ ନ ଘଟେ ସେଥିପାଇଁ ପ୍ରଶାସନ ନଜର ରଖିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ନୟାପଲ୍ଲୀ ପୂଜା କମିଟି ସମସ୍ତ ପ୍ରକାରର ଅୟୋଜନ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ

Intro:ନୟାପଲ୍ଲୀ ପୂଜା ମଣ୍ଡପ ରେ ସନ୍ଧ୍ୟା ଆଳତି ପୂଜା।

ମା ଙ୍କ ଅଷ୍ଟମୀ ପୂଜା ରେ ଭକ୍ତ ମାନଙ୍କର ସମାଗମ ବଢ଼ିବାରେ ଲାଗିଛି। ସନ୍ଧ୍ୟା ଆଳତି ସହ ମା ଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଘଣ୍ଟ ବାଦରେ କମ୍ପୁଛି ପୂଜା ମଣ୍ଡପ।

Body:ମା ଙ୍କ ଅଷ୍ଟମୀ ରେ ପୂଜା ମଣ୍ଡପରେ ଭକ୍ତମନେ ଚଳଚଞ୍ଚଳ। ମା ଙ୍କ ସନ୍ଧ୍ୟା ପୂଜା ସମେତ ରାତ୍ର ପୂଜା କରଯିବା। ମନ୍ତ୍ର ଓ ବାଦ୍ୟ ଘଣ୍ଟ ବାଦରେ ହୁଲହୁଳିରେ କମ୍ପୁଛି ପୂଜା ମଣ୍ଡପ। ସନ୍ଧ୍ୟା ସମୟରେ ଭକ୍ତ ମାନଙ୍କର ଭିଡ ଦେଖି କିଛି ଯେପରି ଅଘଟଣ ନ ଘଟେ ସେଥିପାଇଁ ପ୍ରଶାସନ ନଜର ରଖିଛି। ବିଭିନ୍ନ ପ୍ରକାରର ସୁରକ୍ଷାରେ ଦୃଷ୍ଟିରେ ରଖି ନାୟପାଲି ପ୍ରଶାସନ ସମସ୍ତ ପ୍ରକାରର ଅୟୋଜନ କାରାଇଛନ୍ତି।

Byte- ପୂଜକ।
Byte- ନବ କିଶୋର ବେହେରା, ଉପଦେଷ୍ଟା, ନୟାପଲ୍ଲୀ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.