ETV Bharat / state

ଆଡମିରାଲ ହରିଲାଲ ଶର୍ମାଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକୀ ପାଳନ କଲା ନୌସେନା

author img

By

Published : Jan 7, 2023, 7:36 PM IST

ଆଡମିରାଲ ହରିଲାଲ ଶର୍ମା ଜଣେ ଓଡିଆ ନୌସେନା ଅଧିକାରୀ ଥିଲେ । ଯିଏ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନା ପକ୍ଷରୁ ଦକ୍ଷତାର ସହ ଲଢି ବିଜୟ ହୋଇଥିଲେ । ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓଡିଶାର ବିଭିନ୍ନ ଜିଲ୍ଲାରେ ପାଳନ କରାଯାଉଛି । ଅଧିକ ପଢନ୍ତୁ

ଆଡମିରାଲ ହରିଲାଲ ଶର୍ମାଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ପାଳନ କଲା ନୌସେନା

ଭୁବନେଶ୍ବର: ଆଡମିରାଲ ହରିଲାଲ ଶର୍ମାଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ପାଳନ କଲା ନୌସେନା । ଭାରତୀୟ ଅବସରପ୍ରାପ୍ତ ନେଭି ଫାଉଣ୍ଡେସନ ଓଡିଶା ଚାପ୍ଟର ପକ୍ଷରୁ ଆଜି ଆଡମିରାଲ ହରିଲାଲ ଶର୍ମାଙ୍କ ପ୍ରଥମ ଶ୍ରାଦ୍ଧା ବାର୍ଷିକୀ ଅବସରରେ ଜୟଦେବ ଭବନରେ ଏକ ମେମୋରିଆଲ ଲେକଚର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ ।

ଆଡମିରାଲ ହରିଲାଲ ଶର୍ମା ଜଣେ ଓଡିଆ ନୌସେନା ଅଧିକାରୀ ଥିଲେ । ଯିଏ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନା ପକ୍ଷରୁ ଦକ୍ଷତାର ସହ ଲଢି ବିଜୟ ହୋଇଥିଲେ । ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓଡିଶାର ବିଭିନ୍ନ ଜିଲ୍ଲାରେ ପାଳନ କରାଯାଉଛି ।

ଆଜିର କାର୍ଯ୍ୟକ୍ରମରେ ନୌସେନା ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ, ଏନସିସି ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ଏତତ ବ୍ୟତୀତ କାର୍ଯ୍ୟକ୍ରମରେ ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗ ଦେଇଥିବା ଦୁଇଜଣ ଶ୍ରେଷ୍ଠ ନାଭାଲ NCC କେଡେଟଙ୍କୁ ସମ୍ମାନିତ କରାଯାଇଥିଲା । ଯଦ୍ବାରା ନାଭିରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି କହିଛନ୍ତି ଅବସପ୍ରାପ୍ତ ନେଭି ଅଫିସର କମୋଡର ଦେବୀ ପାଢୀ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.