ETV Bharat / state

‘ଚାଉଳ ନୁହେଁ ଚାକିରୀ ଦିଅ ’ - ନବନିର୍ମାଣ ଯୁବ ଛାତ୍ର ସଂଗଠନ

ଯୁବକ ଯୁବତୀଙ୍କୁ ନିଯୁକ୍ତି, କୃଷକ ମାନଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ଯ ଆଦି ପ୍ରଦାନ ଦାବିରେ ଅଗଷ୍ଟ 9 କ୍ରାନ୍ତି ଦିବସରେ ସ୍ଲୋଗାନ ଦେବ ନବନିର୍ମାଣ ଯୁବ ଛାତ୍ର ସଂଗଠନ। ଚାଉଳ ନୁହେଁ ଚାକିରୀ ଦିଅ ଭଳି ନାରା ଦେଇ ରାଜରାସ୍ତାକୁ ଓହ୍ଲାଇବ ସଂଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 6, 2019, 9:50 PM IST

Updated : Aug 6, 2019, 11:03 PM IST

ଭୁବନେଶ୍ବର: ଚାଉଳ ନୁହେଁ ଚାକିରୀ ଦିଅ ସ୍ଲୋଗାନ ରେ କମ୍ପିବ ଲୋୟର ପିଏମଜି। କ୍ରାନ୍ତି ଦିବସରେ ଆନ୍ଦୋଳନକୁ ଓହ୍ଲାଇବ ନବନିର୍ମାଣ ଯୁବ ଛାତ୍ର ସଂଗଠନ। ଓଡିଶାର ଯୁବକଙ୍କୁ ବେକାରୀ ସମସ୍ୟାରୁ ଦୂରକରିବା ସହ ବେକାରୀ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ କରିବ ହରତାଳ। ସ୍ବାସ୍ଥ୍ୟ କ୍ଷେତ୍ରରେ ଗରିବ ଲୋକମାନଙ୍କୁ ସୁରକ୍ଷିତ ଚିକିତ୍ସା କରିବା ସହ ମେଧାବୀ ଗରିବ ପିଲା ଯେପରି ଉଚ୍ଚଶିକ୍ଷା କ୍ଷେତ୍ରରେ ବଞ୍ଚିତ ନହେବେ, ସେଥିପାଇଁ ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଉପଲକ୍ଷେ ରାଜରାସ୍ତାକୁ ଓଲ୍ଲାଇବେ ହଜାର ହଜାର ଯୁବକ ଯୁବତୀ ।

ଭିଡ଼ିଓସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ଯୁବକ ଓ ଛାତ୍ରମାନଙ୍କ ଭିତରେ ଏକ କ୍ରାନ୍ତିକାରୀ ଚେତନା ସୃଷ୍ଟି କରିବା ପାଇଁ ସଂକଳ୍ପ ନେବାକୁ ଯାଉଛି। ଶିକ୍ଷାରୁ ଘରୋଇକରଣ ରୂପୀ ବ୍ୟବସାୟୀ କରଣରୁ ମୁକ୍ତ, ସ୍ବାସ୍ଥ୍ୟ କ୍ଷେତ୍ରରେ ବି ବ୍ୟବସାୟ ମୁକ୍ତ ସ୍ବାସ୍ଥ୍ୟ ସେବାର ପ୍ରଚଳନ , କୃଷକ ମାନଙ୍କ ପାଇଁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ , ସୁରକ୍ଷା ଓ ସମ୍ମାନ ଆଦି ଦାବି କରିଛି ସଂଗଠନ। ଓଡିଶା ରେ ମଦ ଭଳି ନିଶା ଦ୍ରବ୍ୟ ଉତ୍ପାଦିତ ବିକ୍ରି ଉପରେ ତୁରନ୍ତ ପ୍ରତିବନ୍ଧକ କରାଯାଉ। ଦୁଷ୍କର୍ମରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯାଉ। ଏହା ସହ ଅଶ୍ଳୀଳ ସାହିତ୍ୟ ସିନେମା ଓ ୱେବସାଇଟ କୁ ବନ୍ଦ କରାଯାଉ। ଏହି ପରି ବିଭିନ୍ନ ଦାବିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇବ ନବନିର୍ମାଣ ଯୁବକ ଛାତ୍ର ସଂଘ।

ରାଜ୍ୟରେ ବେକାରୀ ଯୁବକ ଯୁବତୀ ମାନେ ଯେଉଁ ଭଳି ଭାବରେ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ରହିଥିଲେ ମଧ୍ୟ କୌଣସି ଚାକିରୀ ଅଭାବରୁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ରହିଥିବା ଖଣି ଓ କଲକାରଖାନା ମାନଙ୍କରେ ଉଚିତ ଶିକ୍ଷା ଥିବା ଯୁବକ ମାନଙ୍କୁ ନିଯୁକ୍ତ କରିବା ସହ ଓଡିଶାରେ ମଦ, ନିଶା ଦ୍ରବ୍ୟ ଉତ୍ପାଦିତ ବିକ୍ରି ଉପରେ ତୁରନ୍ତ ପ୍ରତିବନ୍ଧକ କରାଯାଉ। ଦୁଷ୍କର୍ମ ରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଭଳି ଅନେକ ଦାବି ନେଇ ରାଦରାସ୍ତାକୁ ଓହ୍ଲାଇବ ସଂଗଠନ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ପ୍ରତିଷ୍ଠାତା ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଚାଉଳ ନୁହେଁ ଚାକିରୀ ଦିଅ କ୍ରାନ୍ତି ଦିବସରେ ସ୍ଲୋଗାନ ଦେବ ନବନିର୍ମାଣ ଯୁବ ଛାତ୍ର ସଂଗଠନ।

ଓଡିଶା ରେ ଯୁବକଙ୍କୁ ବେକାରୀ ସମସ୍ୟା କୁ ଦୁରକରିବା ସହ ବେକାରୀ ଯୁବକଙ୍କୁ ନିଯୁକ୍ତି ପ୍ରଦାନ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଗରିବ ଲୋକମାନଙ୍କୁ ସୁରକ୍ଷିତ ଚିକିଷା କରିବା ସହ ମେଧା ଯୁକ୍ତ ଗରିବ ପିଲା ଉଚ୍ଚ ଶିକ୍ଷା କ୍ଷେତ୍ରରେ କିଭଳି ବଂଚିତ ନ ହେବା ପରି ବିଭିନ୍ନ ଦାବି କୁ ନେଇ ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଉପଲକ୍ଷେ ରାଜରାସ୍ତା କୁ ଓଲ୍ଲାହିବେ ହଜାର ହଜାର ଯୁବକଯୁବତୀ। ଚାଉଳ ନୁହେଁ ଚାକିରୀ ଦିଅ ସ୍ଲୋଗାନ ରେ କମ୍ପିବ ଲୋୟର ପିଏମଜି।

Body:

ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ଯୁବକ ଓ ଛାତ୍ରମାନଙ୍କ ଭିତରେ ଏକ କ୍ରାନ୍ତିକାରୀ ଚେତନା ସୃଷ୍ଟି କରିବା ପାଇଁ ସଂକଳ୍ପ ନେବାକୁ ଯାଉଛି। ଶିକ୍ଷା ରୁ ଘରୋଇକରଣ ରୂପୀ ବ୍ୟବସାଇକକରଣ ରୁ ମୁକ୍ତ କରାଯାଉ । ସ୍ୱାସ୍ଥ୍ୟ କ୍ଷେତ୍ର ରେ ବି ବ୍ୟବସାୟ ମୁକ୍ତ ସ୍ୱାସ୍ଥ୍ୟ ସେବାର ପ୍ରଚଳନ କରାଯାଉ। କୃଷକ ମାନଙ୍କ ପାଇଁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ , ସୁରକ୍ଷା ଓ ସମ୍ମାନ । ଓଡିଶା ରେ ମଦ, ନିଶା ଦ୍ରବ୍ୟ ଉତ୍ପାଦିତ। ବିକ୍ରି ଉପରେ ତୁରନ୍ତ ପ୍ରତିବନ୍ଧକ କରାଯାଉ। ଦୁଷ୍କର୍ମ ରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ଉଚିତ। ଏହା ସହ ଅଶୀଳ ସାହିତ୍ୟ ସିନେମା ଓ ୱେବସାଇଟ କୁ ବନ୍ଦ କରାଯାଉ। ଏହି ପରି ଭିଭିନ୍ନ ଦାବି କୁ ନେଇ ରାଜ ରାସ୍ତା କୁ ଓଳାଇବ ନବନିର୍ମାଣ ଯୁବକ ଛତ୍ର ସଂଘ।

ରାଜ୍ୟରେ ବେକାରୀ ଯୁବକ ଯୁବତୀ ମାନେ ଯେଉଇଁ ଭଳି ଭାବରେ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ରହିଥିଲେ ମଧ୍ୟ କୌଣସି ଚାକିରୀ ଅଭାବରୁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ରହିଥିବା ଖଣି ଓ କଲକାରଖାନା ମାନଙ୍କରେ ଉଚିତ ଶିକ୍ଷା ଥୁବା ଯୁବକ ଯୁବଟି ମାନଙ୍କୁ ନିଯୁକ୍ତ କରିବା ସହ ଓଡିଶା ରେ ମଦ, ନିଶା ଦ୍ରବ୍ୟ ଉତ୍ପାଦିତ। ବିକ୍ରି ଉପରେ ତୁରନ୍ତ ପ୍ରତିବନ୍ଧକ କରାଯାଉ। ଦୁଷ୍କର୍ମ ରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ଉଚିତ।

Byte- ସେସଦେଵ ନନ୍ଦ, ନବନିର୍ମାଣ ଯୁବ ଛାତ୍ର ସଂଗଠନ ର ପ୍ରତିଷ୍ଠାତା

Conclusion:
Last Updated : Aug 6, 2019, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.