ETV Bharat / state

କେସିଙ୍ଗା ୪ନଂ ପ୍ଲାଟଫର୍ମରେ ଟ୍ରେନ ରହଣୀ ପାଇଁ ରେଲୱେ ମ୍ୟାନେଜରଙ୍କୁ ବିଧାୟକଙ୍କ ଚିଠି - ଟ୍ରେନ ରହଣୀ ପାଇଁ ରେଲୱେ ମ୍ୟାନେଜରଙ୍କୁ ବିଧାୟକଙ୍କ ଚିଠି

କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ରେଳ ଷ୍ଟେସନ ଦେଇ ବିଶାଖାପାଟଣା ଯାଉଥିବା ସମସ୍ତ ଟ୍ରେନଗୁଡିକୁ କେସିଙ୍ଗା ରେଳ ଷ୍ଟେସନ ପ୍ଲାଟଫର୍ମ ନଂ ୪ରେ ରଖିବା ପାଇଁ ପୂର୍ବତଟ ରେଳପଥ ମ୍ୟାନେଜରଙ୍କୁ ପତ୍ର ଲେଖିଛନ୍ତି ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାୟକ । ଅଧିକ ପଢନ୍ତୁ

ଇଷ୍ଟ କୋଷ୍ଟ ରେଲୱେଙ୍କୁ ପତ୍ର ଲେଖିଲେ ବିଧାୟକ ପ୍ରଦୀପ୍ତ କୁମାର ନାୟକ

author img

By

Published : Dec 8, 2022, 1:18 PM IST

ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଲୱେ ମ୍ୟାନେଜରଙ୍କୁ ବିଧାୟକଙ୍କ ଚିଠି । କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ରେଳ ଷ୍ଟେସନ ଦେଇ ବିଶାଖାପାଟଣା ଯାଉଥିବା ସମସ୍ତ ଟ୍ରେନଗୁଡିକୁ କେସିଙ୍ଗା ରେଳ ଷ୍ଟେସନ ପ୍ଲାଟଫର୍ମ ନଂ ୪ରେ ରଖିବା ପାଇଁ ପୂର୍ବତଟ ରେଳପଥ ମ୍ୟାନେଜରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଭବାନୀପାଟଣା ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାୟକ ।

ଇଷ୍ଟ କୋଷ୍ଟ ରେଲୱେଙ୍କୁ ପତ୍ର ଲେଖିଲେ ବିଧାୟକ ପ୍ରଦୀପ୍ତ କୁମାର ନାୟକ
ଇଷ୍ଟ କୋଷ୍ଟ ରେଲୱେଙ୍କୁ ପତ୍ର ଲେଖିଲେ ବିଧାୟକ ପ୍ରଦୀପ୍ତ କୁମାର ନାୟକ

ଏହା ବି ପଢନ୍ତୁ...ସ୍ବେରେଜ ଟ୍ରିଟମେଣ୍ଟରେ ଜାତୀୟ ସ୍ତରରେ BMC ପୁରସ୍କୃତ

କେସିଙ୍ଗା ଷ୍ଟେସନରେ ଟ୍ରେନ ରହିବା ଦ୍ବାରା କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାର ଅନେକ ଲୋକ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ କେସିଙ୍ଗାକୁ ଫେରିବା ସମୟରେ ସୁବିଧାରେ ଓହ୍ଲାଇ ପାରିବେ । ଏବେ ଅଧିକାଂଶ ଟ୍ରେନ ପ୍ଲାଟଫର୍ମ ନଂ ୨ କିମ୍ବା ୩ ରେ ରହୁଛି ଫଳରେ ଲୋକେ ଚିକିତ୍ସିତ ହେଇ ଫେରିବା ସମୟରେ ବହୁ ସିଡି ଚଢି ଆସିବାକୁ ପଡୁଛି ଏବଂ ଏଥିପାଇଁ ବରିଷ୍ଠ ନାଗରିକମାନେ ତଥା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସମସ୍ୟା ସମାଧାନ ପାଇଁ ପ୍ଲାଟଫର୍ମ 4ରେ ଟ୍ରେନ ରଖିବା ପାଇଁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.