ETV Bharat / state

ଅଧିକ ଫାଇନ୍ ହେଲେ ଲୋକେ ଡରିବେ ଓ ସଚେତନ ହେବେ: ପରିବହନ ମନ୍ତ୍ରୀ - ଟ୍ରାଫିକ ନିୟମ

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଆଦାୟ ହେଉଥିବା ଫାଇନକୁ ନେଇ ସାଧାରଣରେ ଚର୍ଚ୍ଚାର ହେଉଛି। ତେବେ ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି।

ଫଟୋ ସୋଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 5, 2019, 5:45 PM IST

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନା ଲାଗୁଛି । ତେବେ ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ଏ ନିୟମ ଲାଗୁ କରାଯାଇଥିବା ସେ କହିଛନ୍ତି।

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ନିୟମ ତିଆରି କରିବାର ଅଧିକାର ରାଜ୍ୟ ପାଖରେ ରହିଛି । ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ରୁଲରେ ପରିବର୍ତ୍ତନ ନେଇ ଆଲୋଚନା କରିବୁ । ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି ,ସେମାନେ ଏହାକୁ ମାନିବା ଉଚିତ୍ । ଏହା ଏକ ଅର୍ଥ ଦଣ୍ଡ ,ଲୋକ ସଚେତନ ହେବେ । ଅଧିକ ଫାଇନ୍ ହେଲେ ଲୋକଙ୍କ ଭୟ ରହିବ । ଟ୍ରାଫିକ ନିୟମ ମାନିବେ ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତକାଲି ଭୁବନେଶ୍ବରରେ ଏକ ଅଟୋ ଡ୍ରାଇଭର ଉପରେ ୪୭,୫୦୦ ଜରିମାନା ଲାଗିଛି । ଏହାକୁ ନେଇ ଉପରେ ମନ୍ତ୍ରୀ କହିଛନ୍ତି ଯେ, ଅଟୋ ଚାଳକର ଲାଇସେନ୍ସ ନାହିଁ, ମଦ ପିଇ ଗାଡି ଚଲାଉଥିଲେ ଏବଂ ଏହାର ଅଟୋ ଫିଟ୍‌ନେସ୍‌ ନାହିଁ । ଫଳରେ ଏଭଳି ଫାଇନ ଲାଗିଛି । ଏଥି ସହ ଏହାର ଯାଞ୍ଚ ମଧ୍ୟ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ନୂଆ ମୋଟର ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ପାଇନ୍ ଲାଗୁଛି ।ଏହାକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।ଏନେଇ ମନ୍ତ୍ରୀ ପଦ୍ମ ନାଭ ବେହେରା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଚିଠି ଏହି ନିୟମ ଲାଗୁ କରିବା ପାଇଁ ।Body:ଆମେ କେବଳ ଏହାର ରୁଲ୍ ତିଆରି କରିବା ରାଜ୍ୟ ର ଅଧିକାର ରହିଛି ।ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ରୁଲ ରେ ପରିବର୍ତ୍ତନ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ହେବ ।ଟ୍ରାଫିକ ରୁଲ୍ ଭାଙ୍ଗୁଛନ୍ତି ,ସେମାନେ ମାନିବା ଉଚିତ୍ ।ଏହା ଏକ ଅର୍ଥ ଦଣ୍ଡ ,ଲୋକ ସଚେତନ ହେବେ ,ଅଧିକ ଫାଇନ୍ ହେଲେ ଲୋକଙ୍କ ଭୟ ରହିବ ।ଟ୍ରାଫିକ ନିୟମ ମାନିବେ ବୋଲି ।Conclusion:ଏହା ଗତକାଲି ଭୁବନେଶ୍ୱର ରେ ଏକ ଅଟୋ ଡ୍ରାଇଭର ଉପରେ ୪୭,୫୦୦ ଫାଇନ ଉପରେ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ଣି ଯେ ଲାଇସେନ୍ସ ନାହିଁ ,ମଦ ପିଇଛି ,କିଛି ନିୟମ ମାନିନାହିଁ ।ଫଳରେ ଏଭଳି ଫାଇନ ହୋଇଛି ।ଏନେଇ ଅନୁଧ୍ୟାନ କରିବା ନେଇ ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.