ETV Bharat / state

19ରୁ ମାଟ୍ରିକ ପରୀକ୍ଷା: ଖୋର୍ଦ୍ଧାର 45 ସେଣ୍ଟରରେ ସିସିଟିଭି, ଜଗିବେ 3 ସ୍କ୍ବାର୍ଡ - Matric Exams preparation

ଚଳିତ ବର୍ଷ ଫେବୃଆରୀ 19 ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ପରୀକ୍ଷା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ...

od_khd_Matric Exams preparation
ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲା ଶିକ୍ଷା ବିଭାଗର ପ୍ରସ୍ତୁତି
author img

By

Published : Feb 14, 2020, 4:45 PM IST

ଖୋର୍ଦ୍ଧା: ଚଳିତ ବର୍ଷ ଫେବୃଆରୀ 19 ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ସୁପରିଚାଳନା ପାଇଁ ଖୋର୍ଦ୍ଧା ବିଜେବି ହାଇସ୍କୁଲ ପରିସରରେ ପ୍ରସ୍ତୁତି ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଛି ।

ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲା ଶିକ୍ଷା ବିଭାଗର ପ୍ରସ୍ତୁତି

ଚଳିତବର୍ଷ ଜିଲ୍ଲାର ମୋଟ 125ଟି ପରୀକ୍ଷା କେନ୍ଦ୍ର ଏବଂ 12ଟି ନୋଡାଲ ସେଣ୍ଟରରେ ମୋଟ 28ହଜାର 469ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କପି ରୋକିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ 3ଟି ସ୍କ୍ବାର୍ଡ ଗଠନ ହେବା ସହ 45ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଆୟୋଜିତ ଏହି ପ୍ରସ୍ତୁତି ଓ ପ୍ରଶିକ୍ଷଣ ବୈଠକରେ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରର ପରିଚାଳକ ମାନେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.