ETV Bharat / state

ମ୍ୟାଟ୍ରିକ ପରୀକ୍ଷାରେ ଅନିୟମିତତା: ପରୀକ୍ଷା ସରିବାର 15 ମିନିଟ ପୂର୍ବରୁ ଛଡାଇ ନେଲେ ଖାତା - khurda matric exam news

ମ୍ୟାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ । 15 ମିନିଟ ପୂର୍ବରୁ ଉତ୍ତରଖାତା ଛଡାଇ ନେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

matric exam problem in khurda
ମ୍ୟାଟ୍ରିକ ପରୀକ୍ଷାରେ ଅନିୟମିତତା
author img

By

Published : Feb 20, 2020, 12:39 AM IST

ଖୋର୍ଦ୍ଧା: ମ୍ୟାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ । 15 ମିନିଟ ପୂର୍ବରୁ ଉତ୍ତରଖାତା ଛଡାଇ ନେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ଚିଲିକା ବ୍ଲକ ସୋରଣ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ।

ମ୍ୟାଟ୍ରିକ ପରୀକ୍ଷାରେ ଅନିୟମିତତା

ପ୍ରଥମ ଦିନରେ ମାତୃଭାଷା ଓଡିଆ ପରୀକ୍ଷା ଚାଲିଥିଲା । ଅବଜେକଟିଭ୍ ପରେ ସବଜେକଟିଭ୍ ପରୀକ୍ଷା ଆରମ୍ଭ ହୋଇଥିଲା । 15 ମିନିଟ ଆଗରୁ ଖାତା ନିଆଯିବା ନେଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇ ନଥିଲା । ଫଳରେ ଶିକ୍ଷକ ପରୀକ୍ଷା ଖାତା ଛଡାଇ ନେବା ପରେ ଛାତ୍ରଛାତ୍ରୀ କାନ୍ଦିକାନ୍ଦି ବିଦ୍ୟାଳୟ ପରିସରେ ହୋହାଲ୍ଲା କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ଆମ ଜୀବନ ସହ ଖେଳୁଥିବାର ଅଭିଯୋଗ ଆଣିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.