ETV Bharat / state

ଖୋଲୁନି ମଣ୍ଡି ଚିନ୍ତାରେ ଚାଷୀ - khurda farmer mandi problem

ଖୋର୍ଦ୍ଧା ଜିଲ୍ଲା ସେବା ସମବାୟ ସମିତିରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନଥିବାରୁ ଚାଷୀ ନିଜ ଅମଳ ଫସଲକୁ ବିକ୍ରି କରି ଉଚିତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି ।

mandi problem
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Dec 21, 2019, 1:27 PM IST

ଖୋର୍ଦ୍ଧା: କ୍ଷେତରୁ ଚାଷୀ ଧାନ କାଟି ଅମଳ କଲେଣି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ସେବା ସମବାୟ ସମିତିରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନଥିବାରୁ ଚାଷୀ ନିଜ ଅମଳ ଫସଲକୁ ବିକ୍ରି କରି ଉଚିତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲାରେ ମୋଟ 138ଟି ସମବାୟ ସମିତିରେ ସରକାର ଧାନକ୍ରୟ କରିବାକୁ ଥିବାବେଳେ ଏବେ ମାତ୍ର ପାଞ୍ଚୋଟି ସମିତିରେ ମଣ୍ଡି ଖୋଲିଛି । ଅନ୍ୟ ସମବାୟ ସମିତିରେ କେବେ ମଣ୍ଡି ଖୋଲିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବାବେଳେ ଚିନ୍ତାରେ ପଡିଛି ଚାଷୀକୂଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏପଟେ ଏପର୍ଯ୍ୟନ୍ତ ସରକାର ଅମଳ ଧାନକୁ ବିକ୍ରି ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି । ଯେଉଁଥିପାଇଁ ଅନ୍ୟ ରାଜ୍ୟର ଧାନ ବେପାରୀ ଶାଗମାଛ ଦରରେ ଧାନ କିଣି ଚାଷୀଙ୍କୁ ଶୋଷଣ କରୁଛନ୍ତି । ତେବେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଆମ ଇଟିଭି ଭାରତ ପ୍ରତିନିଧି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋଲୁନି ମଣ୍ଡି ଚିନ୍ତାରେ ଚାଷୀ

Body:ଖୋର୍ଦ୍ଧା : କ୍ଷେତରୁ ଚାଷୀ ଧାନ କାଟି ଅମଳ କଲାଣି । କିନ୍ତୁ ଏପର୍ଯ୍ୟନ୍ତ ସରକାର ଅମଳ ଧାନକୁ ବିକ୍ରିପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ଯେଉଁଥିପାଇଁ ଅନ୍ୟରାଜ୍ୟର ଧାନ ବେପାରୀ ଶାଗମାଛ ଦରରେ ଧାନ କିଣି ଚାଷୀଙ୍କୁ ଶୋଷଣ କରୁଛନ୍ତି । ସେବା ସମବାୟ ସମିତିରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନଥିବାରୁ ଚାଷୀ ନିଜ ଅମଳ ଫସଲକୁ ବିକ୍ରିକରି ଉଚିତ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି । ଜିଲାରେ ମୋଟ 138ଟି ସମବାୟ ସମିତିରେ ସରକାର ଧାନକ୍ରୟ କରିବାକୁ ଥିବାବେଳେ ଏବେ ମାତ୍ର ପାଞ୍ଚୋଟି ସମିତିରେ ମଣ୍ଡି ଖୋଲିଛି । ଅନ୍ୟ ସମବାୟ ସମିତିରେ କେବେ ମଣ୍ଡି ଖୋଲିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବା ବେଳେ ଚିନ୍ତାରେ ପଡିଛି ଚାଷୀ କୁଳ । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା ।

Conclusion:ବାଇଟ1- ସରୋଜ କୁମାର ମହାପାତ୍ର, ଚାଷୀ
2-ନୀଳକଣ୍ଠ ବେହେରା,ଚାଷୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.