ETV Bharat / state

ମମିତାକୁ ନ୍ୟାୟ ଦାବିରେ ବିଜେପିର ବେଗୁନିଆ ଥାନା ଘେରାଉ

author img

By

Published : Nov 7, 2021, 5:56 PM IST

ମମିତା ମେହେର ହତ୍ୟା ଘଟଣା । ବେଗୁନିଆ ବିଜେପି ବିଧାୟକଙ୍କ ନେତୃତ୍ବରେ ବେଗୁନିଆ ଥାନା ଘେରାଉ କଲା ବିଜେପି । ଅଧିକ ପଢନ୍ତୁ...

ମମିତାକୁ ନ୍ୟାୟ ଦାବିରେ ବିଜେପିର ବେଗୁନିଆ ଥାନା ଘେରାଉ
ମମିତାକୁ ନ୍ୟାୟ ଦାବିରେ ବିଜେପିର ବେଗୁନିଆ ଥାନା ଘେରାଉ

ଖୋର୍ଦ୍ଧା: କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମର୍ଡ଼ର ମିଷ୍ଟ୍ରି ଘଟଣାରେ ଥମୁନି ଆନ୍ଦୋଳନ । ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବିରୋଧୀ ଦଳଗୁଡ଼ିକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ତେବେ ଜିଲ୍ଲାରେ ମଧ୍ୟ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ବେଗୁନିଆ ଥାନାକୁ ଘେରାଉ କରିଛି ବିଜେପି ।

ଦିନକୁ ଦିନ ମମିତା ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେହିପରି ଏହି ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦାବି କରି ତାଙ୍କ ବହିଷ୍କାର ଦାବି କରିଛି ବିଜେପି । ଆଜି ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ବେଗୁନିଆ ପୋଷ୍ଟଅଫିସ ଛକ ଠାରୁ ଏକ ପଦଯାତ୍ରା ବାହାରି ବେଗୁନିଆ ଥାନା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.