ETV Bharat / state

ଫୋକସରେ ୱାର୍ଡସ୍ତରରେ ଦଳକୁ ସୃଦୃଢ଼ କରିବା, ଖୋର୍ଦ୍ଧା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Jul 23, 2021, 10:20 PM IST

ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବିଜେଡିର ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ । ନବ ନିଯୁକ୍ତ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରମିଳା ମଳିକଙ୍କୁ ବିଧାୟକ ଜିତୁ ମିତ୍ର ସମ୍ବର୍ଦ୍ଧନା ଜଣାଇଥିଲେ। ଅଧିକ ପଢନ୍ତୁ...

ୱାର୍ଡ ସ୍ତରରେ ଦଳକୁ ସୃଦୃଢ଼ କରିବା ପାଇଁ ଖୋର୍ଦ୍ଧା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବିଜେଡିର ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଭୁତି ବଳବନ୍ତରାୟ ଏହାକୁ ଅଧ୍ୟକ୍ଷତା କରିଥିଲେ । ନବ ନିଯୁକ୍ତ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରମିଳା ମଳିକଙ୍କୁ ବିଧାୟକ ଜିତୁ ମିତ୍ର ସମ୍ବର୍ଦ୍ଧନା ଜଣାଇଥିଲେ।

ବିଜେଡି ଦଳକୁ ତୃଣମୂଳସ୍ତରରେ ସୁଦୃଢ କରିବାକୁ କର୍ମୀମାନେ କାର୍ଯ୍ୟ କରିବାକୁ ପର୍ଯ୍ୟବେକ୍ଷକ ଦେବୀ ମିଶ୍ର ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଦଳେଇଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଅଗଷ୍ଟ ୧୮ ତାରିଖରୁ ବ୍ଲକ, ୱାର୍ଡ ସ୍ତରରେ ଦଳକୁ ସୁଦୃଢ଼ କରିବାକୁ ଏବଂ ବିଜେଡିର ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଦଳର ସଭାପତି ବଳବନ୍ତରାୟ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.