ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ମିଳୁଛି ନିମ୍ନମାନର ଖାଦ୍ୟ, ଭିଡ଼ିଓ ଭାଇରଲ - କ୍ବାରେଣ୍ଟାଇନ

ଘଟଣା ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କେରେଣ୍ତା ଟାଙ୍ଗୀ ପଞ୍ଚାୟତର ।

low-quality-food-in-quarantine-center-video-viral
କ୍ବାରେଣ୍ଟାଇନ ସେଣ୍ଟରରେ ମିଳୁଛି ନିମ୍ନମାନର ଖାଦ୍ୟ, ଭିଡ଼ିଓ ଭାଇରଲ
author img

By

Published : May 24, 2020, 6:59 PM IST

ଖୋର୍ଦ୍ଧା: ସଙ୍ଗରୋଧ କେନ୍ଦ୍ରରୁ ପୁଣି ଭାଇରାଲ ହୋଇଛି ପ୍ରବାସୀ ଶ୍ରମିକଙ୍କ । ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନଙ୍କୁ ଖାଇବା ପିଇବା ସୁବିଧାରେ ଦେବା ବଦଳରେ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ପ୍ରବାସୀ । ଘଟଣା ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କେରେଣ୍ତା ଟାଙ୍ଗୀ ପଞ୍ଚାୟତର ।

କ୍ବାରେଣ୍ଟାଇନ ସେଣ୍ଟରରେ ମିଳୁଛି ନିମ୍ନମାନର ଖାଦ୍ୟ, ଭିଡ଼ିଓ ଭାଇରଲ

ଏହି ସଙ୍ଗରୋଧ କେନ୍ଦ୍ରରେ ୪୦ ଜଣ ପ୍ରବାସୀ ରହୁଥିବା ବେଳେ ସେମାନଙ୍କର ଭଲ ମନ୍ଦ ସୁଖ ଦୁଃଖ ବୁଝିବାକୁ ଜିଲାପାଳ ଦାୟିତ୍ବରେ ଥିବା ସରପଞ୍ଚଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି । ଏପରିକି ପ୍ରବାସୀଙ୍କୁ ଦୁଇ ଓଳି ଦୁଇ ମୁଠା ପେଟପୁରା ଭୋଜନ ଦେବା ବଦଳରେ ପୋଲିସର ଧମକ ଚମକ ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ପ୍ରବାସୀ । ସେହିପରି କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ପ୍ରବାସୀ ଅଭିଯୋଗ କରିଛନ୍ତି । ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଘଟଣାର ଗୁରୁତ୍ୱକୁ ଦ୍ରୁଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ଜରୁରୀ ହୋଇପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.