ETV Bharat / state

ପୋଷ୍ଟଅଫିସରୁ ତାଲା ଭାଙ୍ଗି ଲୁଟ, ତଦନ୍ତ ଜାରି - ଖୋର୍ଦ୍ଧା ଖବର

ବଡ଼ବେରଣା ଶାଖା ଡାକଘରୁ ତାଲା ଭାଙ୍ଗି ଲୁଟ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

loot in begunia badanerana post office in khordha
ଡାକଘରୁ ତାଲା ଭାଙ୍ଗି ଲୁଟ, ତଦନ୍ତ ଜାରି
author img

By

Published : Mar 16, 2021, 4:16 PM IST

ଖୋର୍ଦ୍ଧା : ଦିନକୁ ଦିନ ରାଜ୍ୟରେ ଚୋରି ଓ ଛିନତାଇ ଘଟଣା ବଢିବାରେ ଲାଗିଛି । ଖୋର୍ଦ୍ଧାର ବେଗୁନିଆ ବଡ଼ବେରଣା ଗାଁରେ ଥିବା ଶାଖା ଡାକଘରୁ ଲୁଟ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଡାକଘରୁ ତାଲା ଭାଙ୍ଗି ଲୁଟ, ତଦନ୍ତ ଜାରି

ସୂଚନା ଅନୁସାରେ, କେହି ଦୁବୃର୍ତ୍ତ ସୋମବାର ରାତିରେ ଡାକଘର ତାଲା ଭାଙ୍ଗି ଇନଭେଟର, ବ୍ୟାଟେରୀ, ଫିଙ୍ଗର ପ୍ରିଣ୍ଟ ମେସିନ, ଫ୍ୟାନ ଭଳି ବହୁ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.