ETV Bharat / state

ମାଣବସା ଶେଷ ଗୁରୁବାରରେ ଚଳଚଞ୍ଚଳ ପୁରଠୁ ପଲ୍ଲୀ - khurda last manabasa

‘ନମସ୍ତେ କମଳା ମା’ଗୋ ସାଗର ଦୁଲଣୀ…. ନମସ୍ତେ ନମସ୍ତେ ମା’ଗୋ ବିଷ୍ଣୁ ପାଟରାଣୀ…’। ଆଜି ମାର୍ଗଶୀର ମାସ ଶେଷ ଗୁରୁବାର ଅବସରରେ ଘରୁ ଘରୁ ଭାସି ଆସୁଛି ଏହି ପବିତ୍ର ସ୍ବର । ଅଧିକ ପଢନ୍ତୁ...

ମାଣବସା ଶେଷ ଗୁରୁବାରରେ ଚଳଚଞ୍ଚଳ ପୁରଠୁ ପଲ୍ଲୀ

author img

By

Published : Dec 24, 2020, 7:54 AM IST

ଖୋର୍ଦ୍ଧା:‘ନମସ୍ତେ କମଳା ମା’ଗୋ ସାଗର ଦୁଲଣୀ…. ନମସ୍ତେ ନମସ୍ତେ ମା’ଗୋ ବିଷ୍ଣୁ ପାଟରାଣୀ…’। ଆଜି ମାର୍ଗଶୀର ମାସ ଶେଷ ଗୁରୁବାର ଅବସରରେ ଘରୁ ଘରୁ ଭାସି ଆସୁଛି ଏହି ପବିତ୍ର ସ୍ବର।

ମାଣବସା ଶେଷ ଗୁରୁବାରରେ ଚଳଚଞ୍ଚଳ ପୁରଠୁ ପଲ୍ଲୀ

ଘରେ ଘରେ ଅରୁଆ ଚାଉଳ ପିଠଉର ସୁନ୍ଦର ସୁନ୍ଦର ଝୋଟି ଚିତା ସହ ପୂର୍ଣ୍ଣକୁମ୍ଭ ବସାଇ ମା’ ଲକ୍ଷ୍ମୀଙ୍କ ଆଗମନକୁ ଚାହିଁ ବସିଛନ୍ତି ପ୍ରତ୍ୟକ ଓଡ଼ିଆ ପରିବାର। ପୂଜା ଘରେ ମାଣ ବସିବା ସହ ପିଠାପଣାରେ ମହକୁଛି ଚତୁର୍ଦିଗ।

ଧନଦାତ୍ରୀ, ଶାନ୍ତିଦାତ୍ରୀ ମା ମହାଲକ୍ଷ୍ମୀଙ୍କୁ ଆବାହନରେ ବ୍ୟସ୍ତ ପ୍ରତିଟି ଘରର ମା । ଭୋରୁ ଭୋରୁ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ମାଙ୍କ ଆବାହନ କରୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.