ETV Bharat / state

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ - loote from temple

ଖୋର୍ଦ୍ଧା ଜିଲ୍ଲାର ସଦର ଥାନା କୁଣ୍ଡିଲୋ ଗ୍ରାମରେ ଥିବା ଦକ୍ଷିଣେଶ୍ବର ମନ୍ଦିରରୁ ଲୁଟ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଦକ୍ଷିଣେଶ୍ବର ମନ୍ଦିରରୁ ଲୁଟ
ଦକ୍ଷିଣେଶ୍ବର ମନ୍ଦିରରୁ ଲୁଟ
author img

By

Published : Jan 24, 2021, 11:34 AM IST

ଖୋର୍ଦ୍ଧା: ଜିଲ୍ଲାର ସଦର ଥାନା କୁଣ୍ଡିଲୋ ଗ୍ରାମରେ ଥିବା ଦକ୍ଷିଣେଶ୍ବର ମନ୍ଦିରରୁ ଲୁଟ । କବାଟ ତାଡି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସର ତଦନ୍ତ ଜାରି ।

ଦକ୍ଷିଣେଶ୍ବର ମନ୍ଦିରରୁ ଲୁଟ

ସୂଚନାନୁସାରେ, ଶନିବାର ରାତିରେ ଖୋର୍ଦ୍ଧା ଜିଲ୍ଲା କୁଣ୍ଡିଲୋ ଗାଁରେ ଥିବା ଦକ୍ଷିଣେଶ୍ବର ମନ୍ଦିରର ମୁଖ୍ୟ କବାଟ ତାଡି ଲକ୍ଷାଧିକ ଟଙ୍କାର ଠାକୁରଙ୍କ ବାସନ୍ଦ କୁସନ ,ଘଣ୍ଟା, ଆଦି ଜିନିଷପତ୍ର ଚୋରି କରିଛନ୍ତି ନେଇଛନ୍ତି ଦୁର୍ବୃତ୍ତ । ଏ ନେଇ ଖୋର୍ଦ୍ଧା ସହର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଚୋରଙ୍କୁ ଧରିବା ନେଇ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.