ETV Bharat / state

କରୋନା ଭୟ: ଖୋର୍ଦ୍ଧାରେ ହାଇଆଲର୍ଟ, ପର୍ଯ୍ୟଟକଙ୍କୁ ପିକନିକ ସ୍ପଟ ମନା - korona virus

କୋରୋନା ମହାମାରୀକୁ ନେଇ ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ଜାରି କରିଛନ୍ତି । ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଛି । ଆହୁରି ପଢନ୍ତୁ...

khurda jillapal issued a high alert for korona virus
କରୋନା ଭୟ: ହାଇ ଆଲର୍ଟ ଜାରି କଲେ ଖୋର୍ଦ୍ଧା ଜିଲ୍ଲାପାଳ
author img

By

Published : Mar 15, 2020, 11:00 PM IST

ଖୋର୍ଦ୍ଧା: କୋରୋନା ମହାମାରୀକୁ ନେଇ ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସେହିପରି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଛି । ବିଶେଷକରି ଚିଲିକା, କାଳିଜାଇ, ମଙ୍ଗଳାଯୋଡି, ନଳବଣକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଛି । ଚିଲିକା ବଡ଼କୁଳ ପାନ୍ଥ ନିବାସରେ ପର୍ଯ୍ୟଟକଙ୍କ ରହଣୀରେ ମଧ୍ୟ ରୋକ ଲଗାଇଛନ୍ତି ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.